କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Mtapaswini,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୧୩, ୩୦ ସେପ୍ଟେମ୍ବର ୨୦୧୩ (UTC)

ପ୍ରିୟ ଉଇକିଆଳି, ,
ନମସ୍କାର, ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ ବହୁତ ବହୁତ ବଧାଇ । ଆପଣଙ୍କ ଦ୍ଵାରା ତିଆରି ବାଲେଶ୍ବରର ପଞ୍ଚେଲିଙ୍ଗେଶ୍ବର ଶୈବପୀଠ ପ୍ରସଙ୍ଗ ପୂର୍ବରୁ ପଞ୍ଚଲିଙ୍ଗେଶ୍ଵର ମନ୍ଦିର ନାମରେ ଅଛି, ଆପଣ ପୂର୍ବରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ପ୍ରସଙ୍ଗକୁ ଉନ୍ନତମାନର କରି ପାରିବେ। ଆପଣ ଯେ କୈଣସି ପ୍ରସଙ୍ଗ ତିଆରି କରିବା ପୂର୍ବରୁ ପୃଷ୍ଠାର ଡାହାଣ ପଟ ଉପରେ ଥିବା ଖୋଜିବା ଘର (ସର୍ଚ ବକ୍ସ) ରେ ଟାଇପ କରି ଲେଖନ୍ତୁ ଆଉ "ଏଣ୍ଟର" ଦବାଇ ଖୋଜନ୍ତୁ । ଯଦି ପ୍ରସଙ୍ଗଟି ପୂର୍ବରୁ ଥାଏ ତେବେ ତାହା ଦେଖାଯିବ। ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ କିମ୍ବା ଫେସବୁକ ଗୋଠରେ କୁ ଯାଇ ପ୍ରଶ୍ନଟିଏ ପଚାରି ପାରିବେ । ଆଶାକରେ ଆପଣ ଏମିତି ଯୋଗଦାନ ଦେଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିବାରେ ସହଯୋଗ କରିବେ । ଧନ୍ୟବାଦ  :) --Aditya Mahar (ମୋ ଆଲୋଚନା) ୧୨:୪୫, ୨୦ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ

ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର Mtapaswini,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଶିତିକଣ୍ଠ (ଆଲୋଚନା) ୧୪:୩୭, ୨୫ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ

ସମ୍ପାଦନା

--ଆଦିତ୍ୟ ମହାର (ଆଲୋଚନା) ୦୪:୫୪, ୨୧ ଅକ୍ଟୋବର ୨୦୧୫ (UTC)