ବ୍ୟବହାରକାରୀଙ୍କ ଆଲୋଚନା:MKar/ଅଭିଲେଖ ୫

ଅନୁରୋଧ ସମ୍ପାଦନା

ଭାଇ ରଜନୀ କୋଠାରୀ ଙ୍କର ନାଁରେ ଟିକେ ରେଫରେନ୍ସ୍ ଦେଇଦେବେ । ନମସ୍କାର । Sailenroutray (ମୋ ଆଲୋଚନା) ୧୧:୦୪, ୮ ଫେବୃଆରୀ ୨୦୧୫ (UTC)

ନମସ୍କାର ଭାଇ, ରଜନୀ କୋଠାରୀ ପ୍ରସଙ୍ଗରେ ମୁଁ ଦୁଇଟି ଆଧାର ଯୋଡ଼ିଦେଇଛି । ଆପଣ ଇଂରାଜୀ ଉଇକିପିଡ଼ିଆରେ ବ୍ୟବହାର କରାଯାଇଥିବା ଆଧାର ଗୁଡ଼ିକୁ ନକଲ କରି ଓଡ଼ିଆ ଉଇକିପିଡ଼ିଆରେ ମଧ୍ୟ ବ୍ୟବହାର କରିପାରିବେ, ତେଣୁ ଭବିଷ୍ୟତରେ ଆଧାର ଦେବାରେ କିଛି ଅସୁବିଧା ହେବନାହିଁ ବୋଲି ଆଶା । ନୂଆ ଆଧାର କିପରି ଯୋଡ଼ିବେ, ତାହା ଚାଟସଭାରୁ ଜାଣିପାରିବେ । ଆଧାର ଯୋଡ଼ିବାରେ ବା ଲେଖିବାରେ କିଛି ବି ଅସୁବିଧା ହେଲେ ମତେ ଜଣାଇବେ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ନିମନ୍ତେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୨, ୮ ଫେବୃଆରୀ ୨୦୧୫ (UTC)

Integrated Authority File (GND) ସମ୍ପାଦନା

Hi MKar, thanks for adding ଛାଞ୍ଚ:Authority control. If you've got time it would be a great help, if you can write a short article about the en:Integrated Authority File (Gemeinsame Normdatei or GND). Cheers --Kolja21 (ମୋ ଆଲୋଚନା) ୨୦:୪୪, ୨୯ ମାର୍ଚ୍ଚ ୨୦୧୫ (UTC)

ନୂଆ ଶ୍ରେଣୀ ଅନୁରୋଧ ସମ୍ପାଦନା

ସ୍ଵାସ୍ଥ୍ୟ ହସ୍ପିଟାଲ/ ଚିକିତ୍ସାଳୟ ରାଜନେତା/ନେତ୍ରୀ ବ୍ୟାଙ୍କ ମନ୍ଦିର ହସ୍ପିଟାଲ/ ଚିକିତ୍ସାଳୟ ନିଷ୍ଠା ରଞ୍ଜନ ଦାଶ ୦୯:୨୧, ୧୨ ମଇ ୨୦୧୫ (UTC)

କିଆପଦା village ସମ୍ପାଦନା

Hi, I know you because we met on hiwiki. Now, I was trying to add a new user with orwiki. Probably, I won't be sucess in this because I don't know how to write orria and I couldn't introduce that guy. He has created a page named କିଆପଦା but language is not correct. After, I tried to type but that looks like Hindi. So, please correct that page and let him know where he can find instructions of writing orria.ସଂଜୀବ କୁମାର (ମୋ ଆଲୋଚନା) ୧୩:୩୮, ୧୮ ଜୁନ ୨୦୧୫ (UTC)

Thank you for your efforts. I'll correct the page କିଆପଦା. Here is the instructions to type in Odia and here is the keyboard layouts.--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୩୦, ୧୯ ଜୁନ ୨୦୧୫ (UTC)

କର୍କଟ(ମାସ) ବାବଦରେ ସମ୍ପାଦନା

କର୍କଟ(ମାସ) ବିଷୟରେ ନୂଆ ଲେଖାଟିଏ ଲେଖିବା ପୂର୍ବରୁ ଲିଭାଯାଇଥିବା ଲେଖାଟି ଦେଖି ହେବକି ? Hpsatapathy (ମୋ ଆଲୋଚନା) ୦୬:୨୬, ୨୬ ସେପ୍ଟେମ୍ବର ୨୦୧୫ (UTC)

ଦେଖିହେବ, କିନ୍ତୁ ସେଥିରେ ଜ୍ଞାନକୋଷ ଉପଯୋଗୀ କିଛି ତଥ୍ୟ ନଥିଲା, ରୋମାନ ଲିପିରେ କେବଳ ଗୋଟିଏ ଧାଡ଼ି ପ୍ରସଙ୍ଗ ବହିର୍ଭୁତ ଲେଖା ଥିବାରୁ ଲିଭାଯାଇଥିଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୧୧, ୨୬ ସେପ୍ଟେମ୍ବର ୨୦୧୫ (UTC)

Hi MKar, if the problem, which you've mentioned me recently regarding Cite2Wiki still persist, I recommend you switch to en:User:Zhaofeng Li/CiteGen. It is a good replacement, I guess. Best wishes, --Jim Carter (ମୋ ଆଲୋଚନା) ୧୬:୧୫, ୧୯ ଡିସେମ୍ବର ୨୦୧୫ (UTC)

 
WikiThanks
ଧନ୍ୟବାଦ

--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୫୩, ୨୦ ଡିସେମ୍ବର ୨୦୧୫ (UTC)

You're welcome! :) Jim Carter (ମୋ ଆଲୋଚନା) ୦୬:୧୨, ୨୧ ଡିସେମ୍ବର ୨୦୧୫ (UTC)
Return to the user page of "MKar/ଅଭିଲେଖ ୫".