ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Itzchampak, ଧନ୍ୟବାଦ ଗପୁ (ମୋ ଆଲୋଚନା) ୦୦:୦୧, ୩ ଫେବୃଆରୀ ୨୦୨୪ (IST)Reply

ଅଟକାଯାଇଥିବା ପ୍ରସଙ୍ଗ "ଲକ୍ଷ୍ମୀନାରାୟଣ ମହାରଣା" ତିଆରି କରିବା ସମ୍ପାଦନା

@Itzchampak ଏଇଟିକୁ ଚେତାବନୀ ଭାବେ ମାନିବାକୁ ଅନୁରୋଧ: "ଲକ୍ଷ୍ମୀନାରାୟଣ ମହାରଣା" ପ୍ରସଙ୍ଗଟି ବର୍ତ୍ତମାନ ଉଇକିପିଡ଼ିଆ ପାଇଁ ଅନୁପଯୁକ୍ତ । ସମ୍ଭବତଃ ସେ ନିଜେ ଗତ ବର୍ଷ ଅକ୍ଟୋବରରୁ ଆରମ୍ଭ କରି ୪୦ରୁ ଅଧିକ ଥର ଏ ପ୍ରସଙ୍ଗଟି ନିଜେ ଗଢ଼ିବାକୁ ତିଆରିକରିଛନ୍ତି ଯାହା ଉଇକିପିଡ଼ିଆ ନିୟମାବଳୀର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ । ଏହି କାରଣରୁ ପ୍ରସଙ୍ଗଟି ବର୍ତ୍ତମାନ ତିଆରି କରାଯାଇପାରିବ ନାହିଁ । କୌଣସି ଉଇକିଆଳି ଜୋର କରି ତିଆରି କଲେ ସାମୟିକ ଭାବେ ଓ ଜାଣିଶୁଣି ପୁଣି ଉଇକିପିଡ଼ିଆର ନିୟମାବଳୀ ଉଲ୍ଲଂଘନ କଲେ ଅଧିକ କାଳ ପାଇଁ ତାଙ୍କ ଖାତା ଅଟକାଯିବ । ଆପଣ ହୁଏତ ଅଜାଣତରେ ତିଆରି କରିଛନ୍ତି । ଏଣୁ ସପ୍ତାହେ ପାଇଁ ଆପଣଙ୍କ ଖାତା ଅଟକାଗଲା । ଆଶା ଉକ୍ତ ପ୍ରସଙ୍ଗଟି ଉପରୁ ଅଟକ ଉଠିବା ଯାଏ ଆପଣ ଆଉ ତାହା ତିଆରି କରିବା ପାଇଁ ଚେଷ୍ଟା କରିବେ ନାହିଁ । Psubhashish (ମୋ ଆଲୋଚନା) ୦୦:୧୩, ୩ ଫେବୃଆରୀ ୨୦୨୪ (IST)Reply