ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Hrusikesh moharana, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୩୩, ୧୩ ଡିସେମ୍ବର ୨୦୧୭ (IST)Reply

ମୁଁ ସୁରେନ୍ଦ୍ର ମହାରଣାଙ୍କୁ ଉଇକିପିଡ଼ିଆରେ ଯୋଗ କରିବାକୁ ଚାହୁଁଛି ସମ୍ପାଦନା

ଓଡ଼ିଆ କବି ଓ ଅଧ୍ୟାପକ Hrusikesh moharana (ମୋ ଆଲୋଚନା) ୦୭:୪୦, ୧୦ ଜାନୁଆରୀ ୨୦୧୮ (IST)Reply

@Hrusikesh moharana: ବାବୁ, ଓଡ଼ିଆ ଉଇକିପିଡ଼ିଆରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗର ମାନ ଉନ୍ନତ କରୁଥିବାରୁ ଆପଣଙ୍କୁ ଅନେକ ସାଧୁବାଦ । ଉଇକିପିଡ଼ିଆରେ ନୂଆ ସମାଦନା ଆରମ୍ଭ କରିଥିବା ସଭିଙ୍କ ଭିତରେ କେବଳ ନୂଆ ପ୍ରସଙ୍ଗ ତିଆରି ପାଇଁ ବେଶୀ ଆଗ୍ରହ ଥାଏ । କିନ୍ତୁ ଆପଣ ଆରମ୍ଭରୁ ଆଗରୁ ଥିବା ପ୍ରସଙ୍ଗର ମାନ ଉନ୍ନତରେ ଲାଗିଲେଣି ଦେଖି ଆମେ ପୁରୁଖା ଉଇକିଆଳିଏ ଭାରି ଆନନ୍ଦିତ । ଆପଣ ଏଠି ପଚାରିଥିବା ପ୍ରଶ୍ନ ଏତେ ଦିନ ଧରି ଉତ୍ତର ଦିଆଯାଇନଥିବାରୁ କ୍ଷମା ଚାହୁଁଛି । ତେବେ ଏଠି ପଚାରିବେ ବଦଳରେ ଉଇକିପିଡ଼ିଆ:ଚାଟସଭାରେ ପଚାରିଲେ ଚଞ୍ଚଳ ଉତ୍ତର ମିଳିପାରିବ । ଏଇ ପୃଷ୍ଠାଟି ଆପଣଙ୍କ ସହ ସିଧାସଳଖା ଆଲୋଚନା ପାଇଁ । ଧରନ୍ତୁ ଆପଣଙ୍କୁ କେହି କିଛି କହିବାକୁ ଚାହାନ୍ତି (ଯେମିତି ମୁଁ ଏବେ କିଛି ଜଣଉଛି) । ସେ ଏଠି ଲେଖିବେ । କିନ୍ତୁ ସାଧାରଣ ଭାବେ କିଛି ପ୍ରଶ୍ନ ପଚାରିବାକୁ ଚାହିଁଲେ ସିଧା ଚାଟସଭାରେ ପଚାରିପାରିବେ । ଆପଣ ଚାହିଁଲେ ଆମ ସହ ଫେସବୁକରେ ମଧ୍ୟ ଯୋଡ଼ିହୋଇପାରିବେ ।

ଆପଣ ସୁରେନ୍ଦ୍ର ମହାରଣାଙ୍କ ବାବଦରେ ପଚାରିଥିବା ପ୍ରଶ୍ନ ଭଲକରି ବୁଝିହେଉନି । ଆପଣ ତାଙ୍କ ବାବଦରେ କେମିତି ପ୍ରସଙ୍ଗ ଗଢ଼ିବେ ସେ ବାବଦରେ ପଚାରୁଥିଲେ ପ୍ରଥମେ ତାଙ୍କ ବାବଦରେ ପ୍ରସଙ୍ଗ ଗଢ଼ିହେବ କି ନା ଏଠାରୁ ପରଖିନିଅନ୍ତୁ ।--ସୁଭାସିସ ପାଣିଘରି (ଆଳାପ) ୧୨:୧୩, ୨୯ ମଇ ୨୦୧୮ (IST)Reply

ଧ୍ୱନି ସଂରକ୍ଷିତ କରିବାର ଉପାୟ ସମ୍ପାଦନା

କୌଣସି ଆବଶ୍ୟକୀୟ ସମ୍ପର୍କିତ ଅଡିଓ ଉପଲୋଡ କରିବାର ଉପାୟ ବତାଇ ଦିଅନ୍ତୁ Hrusikesh moharana (ମୋ ଆଲୋଚନା) ୦୬:୩୨, ୩୦ ମଇ ୨୦୧୮ (IST)Reply