Eodisha
ପାଛୋଟା!
ଓଳିଗି, Eodisha ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!
--Srikant Kedia ୧୦:୫୪, ୧୧ ଜାନୁଆରୀ ୨୦୧୨ (UTC)
Speedy deletion nomination of ଅମରେଶ ଚନ୍ଦ୍ର ଦାସ
ସମ୍ପାଦନାYou may want to consider using the Article Wizard to help you create articles.
If this is the first article that you have created, you may want to read the guide to writing your first article.
A tag has been placed on ଅମରେଶ ଚନ୍ଦ୍ର ଦାସ requesting that it be speedily deleted from Wikipedia. This has been done because the article, which appears to be about a real person, individual animal(s), an organization (band, club, company, etc.), or web content, does not indicate how or why the subject of the article is important or significant: that is, why an article about it should be included in an encyclopedia. Under the criteria for speedy deletion, articles that do not indicate the subject's importance or significance may be deleted at any time. Please see the guidelines for what is generally accepted as notable.
If you can assert the notability of the subject, contest the deletion by adding {{hang on}}
at the top of the article, immediately below the speedy deletion ({{db-...}}
) tag (if no such tag exists, the page is no longer a speedy delete candidate), and give your reasons on the article's talk page, but be aware that once tagged for speedy deletion, if the article meets the criterion, it may be deleted without delay. Please do not remove the speedy deletion tag yourself. You may freely add information to the article that would confirm the subject's notability under Wikipedia guidelines.
See the guidelines for specific types of articles: biographies, websites, bands, or companies. -- ଅηsuмaη Talk ୧୫:୧୭, ୧୧ ଜାନୁଆରୀ ୨୦୧୨ (UTC)
Hello, Welcome to Odia Wikipedia. You can write about yourself here User:Eodisha, your user page. Any doubt drop a message on my talk page. Thank you. -- ଅηsuмaη Talk ୧୫:୨୩, ୧୧ ଜାନୁଆରୀ ୨୦୧୨ (UTC)
- The text you have written on ଅମରେଶ ଚନ୍ଦ୍ର ଦାସ is here. You can paste on your User page here.
ଅମରେଶ ଚନ୍ଦ୍ର ଦାସ , ସେ ଜନ୍ମ ନେଇଥିଲେ ଦିବା ୧୨ ତାରିଖ dec 1983 ରେ ଜନ୍ମ ନେଇଥିଲେ , ନୟାଗଡ଼ ଜିଲା , ଅସ୍ଵସ୍ତପଡା ଗ୍ରମ ରେ , ଦୁହି ବାପା ଓ ମା ଦୁଇ ଜଣ ସିଖ୍ୟକ ଥିଲେ , ଏବେ ସେ TCS (Hyd)ରେ କାମ୍ କରୁଛ୍ହନ୍ତି .
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ
ସମ୍ପାଦନା
|
--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)