ପାଛୋଟା!

ଓଳିଗି, Dpbiswal ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ my talk page କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! ansuman (ମୋ ଆଲୋଚନା) ୧୬:୧୦, ୨୬ ସେପ୍ଟେଟେମ୍ବର ୨୦୧୧ (UTC)

ଆପଣ ଯଦି ସମର୍ଥନ କରିବାକୁ ଚାହୁଛନ୍ତି ବା ଦସ୍ତଖତ କରିବାକୁ, କେବଳ ୪ଟି ଟିଲଡ଼େ (tilde)(~~~~) ଚିହ୍ନ ଦେଲେ ଆପେ ଆପେ ଆପଣଙ୍କ ଦସ୍ତଖତ ଆସିଯିବ । -ansuman (ମୋ ଆଲୋଚନା) ୧୮:୨୮, ୨ ଅକ୍ଟୋବର ୨୦୧୧ (UTC)

କେବଳ ୪ଟି ଟିଲଡ଼େ, ଆଉ କିଛି ରହିବନି । ହେଲେ ଯାଇ ଆସିବ ।-ଅηsuмaη Talk ୧୫:୨୬, ୫ ଅକ୍ଟୋବର ୨୦୧୧ (UTC)
ଏହି ଲିଙ୍କକୁ ଯାଇ ପଢିଲେ ଜାଣିପାରିବେ, WP:TUTOR ଏବଂ WP:FAQ -ଅηsuмaη Talk ୧୫:୩୧, ୫ ଅକ୍ଟୋବର ୨୦୧୧ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)