Dibyayoti176255
- ଲେଉଟାଣି [[
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
]]
ବିନା ଆଲୋଚନାରେ ପ୍ରସଙ୍ଗର ନାମ ବଦଳ
ସମ୍ପାଦନା@Dibyayoti176255 ଦୟାକରି ଆଲୋଚନା ନ କରି ପ୍ରସଙ୍ଗସବୁର ନାମ ବଦଳାନ୍ତୁ ନାହିଁ । ପ୍ରଥମତଃ ଉଇକିପିଡ଼ିଆରେ ବହୁପ୍ରଚଳିତ ନାମ ବ୍ୟବହାର ହୁଏ । ଅନେକ ସମୟରେ ଅନେକ ଲୋକ ବହୁପ୍ରଚଳିତ ନାମ ସହ ସହମତ ନ ହେବା ସ୍ୱାଭାବିକ । ଆପଣ ନିକଟରେ କରିଥିବା ଅନେକ ବଦଳ ଏ ବର୍ଗର ଓ ଅନାବଶ୍ୟକ । ତେବେ ସବୁଠୁ ବଡ଼ ଅସୁବିଧା ହେଲା ଜଣେ ନୂଆ ଉଇକିଆଳି ଭାବେ ଆପଣ ପ୍ରାଙ୍ଗର ଆଲୋଚନା ପୃଷ୍ଠାରେ ଆଲୋଚନା ନ କରି ନିଜ ଇଚ୍ଛାମତେ ପ୍ରସଙ୍ଗସବୁର ନାମ ବଦଳାଇବା ଆଉ ତା' ବି ଆଦୌ ବା ଖୁବ କମ ବ୍ୟବହୃତ ନା (ଯଥା ସୋଫିଆ ଫିର୍ଦୋସ) । ମୋର ଏ ମେସେଜଟି ଚେତାବନୀ ଭାବେ ମନେକରିବାକୁ ଅନୁରୋଧ । ଏହା ଅଣଦେଖା କରି ଆଗରୁ ଏଭଳି ବଦଳ କଲେ ଆପଣଙ୍କ ଆକାଉଣ୍ଟ ଅଟକ ହୋଇପାରେ ବୋଲି ଜାଣିବେ । ଉପରେ ଆପଣ ଉଇକିପିଡ଼ିଆରେ ଲେଖିବା ନୀତିନିୟମ ଦେଖିପାରିବେ । Psubhashish (ମୋ ଆଲୋଚନା) ୨୨:୨୧, ୧୫ ସେପ୍ଟେମ୍ବର ୨୦୨୪ (IST)
- @Dibyayoti176255 ଆପଣଙ୍କୁ ଚେତାବନୀ ଦେବାସତ୍ତ୍ୱେ ଆପଣ ପୁଣି ଆଗଭଳି ବିନା ଆଲୋଚନାରେ ମନ ଇଚ୍ଛା ପ୍ରସଙ୍ଗସବୁକୁ ଘୁଞ୍ଚାଇଥିବାରୁ ଆପଣଙ୍କୁ କିଛି ସପ୍ତାହ ପାଇଁ ଅଟକାଇବାକୁ ବାଧ୍ୟ ହେଉଛି; ଅଟକ ଖୋଲିବା ପରେ ପୁଣି ଥରେ ସମାନ ଜିନିଷ କଲେ ହୁଏତ ସବୁଦିନ ପାଇଁ ଅଟକ ହୋଇପାରନ୍ତି । Psubhashish (ମୋ ଆଲୋଚନା) ୨୩:୪୧, ୨୦ ସେପ୍ଟେମ୍ବର ୨୦୨୪ (IST)
- ଆରେ ଭାଇନା, ମୁଁ କେବଳ ନାଁକୁ ବିସ୍ତ୍ରୁତ କରୁଥିଲି...
- କଣ ଏଇଟା ଭି ଭୁଲ କି? Dibyayoti176255 (ମୋ ଆଲୋଚନା) ୨୩:୪୪, ୨୦ ସେପ୍ଟେମ୍ବର ୨୦୨୪ (IST)