ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Cybellechomsky, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୧୮, ୧୨ ଅକ୍ଟୋବର ୨୦୨୨ (IST)Reply

ମୂଳ ପ୍ରସଙ୍ଗ ଅଦ୍ୟତନରୁ ତିନି ମାସ ପାଇଁ ବାସନ୍ଦ ସମ୍ପାଦନା

ଓଡ଼ିଆ ସହିତ , ଖେମାର , ୱେଲସ ଆଦି ଉଇକିପିଡ଼ିଆକୁ ଯାଇ ସବୁଠାରେ ନିମ୍ନ ମାନର ଅନୁବାଦ କରି ଉଇକିପିଡ଼ିଆର ଗୁଣାତ୍ମକ ମାନ ହ୍ରାସ କରିଥିବାରୁ ଆପଣଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ୩ ମାସ ପାଇଁ ମୁଖ୍ୟ ପ୍ରସଙ୍ଗ ତିଆରି କିମ୍ବା ଅଦ୍ୟତନ କରିବାରୁ ବାସନ୍ଦ କରାଗଲା ।

ଆପଣ ଏଠାରେ ଉପଯୁକ୍ତ ପ୍ରତ୍ୟୁତ୍ତର ଦେଇ ଆପଣଙ୍କର ବାସନ୍ଦ ଉଠାଇପାରିବେ । ଧନ୍ୟବାଦ ।

ସୌମେନ୍ଦ୍ର (ମୋ ଆଲୋଚନା) ୧୧:୪୦, ୧୫ ଅକ୍ଟୋବର ୨୦୨୨ (IST)Reply