କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Bijaya kumar mohanty,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ତାର ଯୋଡ଼ିବେ? ୧୮:୨୪, ୧୦ ଫେବୃଆରୀ ୨୦୧୮ (IST)Reply

ଅମେୟ ବିକ୍ରମାନନ୍ଦନ ଭୂୟାଁ ସମ୍ପାଦନା

ଆପଣଙ୍କ ଲେଖା ଅମେୟ ବିକ୍ରମାନନ୍ଦନ ଭୂୟାଁରେ କିଛି ଆଧାର ନାହିଁ ଏବଂ ଏହା ରଚନା ପରି ଲେଖା ହେଇଛି । ଏହା ଏକ ଜ୍ଞାନକୋଷ, ଏଠାରେ ଯାହା ଲେଖାଯାଏ, ସେଥି ପାଇଁ ଆଧାର ଯୋଡ଼ିବାକୁ ପଡ଼େ । ବିନା ଆଧାରରେ ଲେଖାକୁ ଲିଭାଇ ଦିଆଯିବ । ଉଦାହରଣ ଭାବେ ମଧୁସୂଦନ ରାଓ, ନୀଳକଣ୍ଠ ଦାସ ଲେଖା ଦେଖି ପାରିବେ, କିଛି ପ୍ରଶ୍ନ ଥିଲେ ଜଣାଇବେ । ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୧୮, ୧୦ ମାର୍ଚ୍ଚ ୨୦୧୮ (IST) ଆଧାର କିପରି ଯୋଡ଼ା ଯିବ ବତାଇ ଦେବେ କି ?Reply