ପାଛୋଟା!

ଓଳିଗି, Basanta parida ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୨୪, ୧୭ ମାର୍ଚ ୨୦୧୧ (UTC)

 

Welcome Basanta parida to Oriya Wikipedia!

Thank you for your contributions to Oriya Wikipedia! This site has been in a state of dormancy till your edits came along.

As you may have guessed already, a significant proportion of the regular contributors to this site know little or no Oriya. We hope you can contribute, no matter what your language skills are.

You truly seem to have a genuine interest in this Wiki project and I hope it will blossom into something great. I hope you enjoy editing here and being a Wikipedian! Please sign your name on talk pages using four tildes (~~~~); this will automatically produce your name and the date. If you need help, just ask me on my talk page.

Enjoy! --Jose77 ୦୯:୪୧, ୨୯ June ୨୦୦୯ (UTC)

Hello!

I need Oriya translation. Can you contact me - e-mail?

Skrabbit ୦୯:୪୫, ୩୦ August ୨୦୦୯ (UTC)

"Free Encyclopedia" ସମ୍ପାଦନା

Hi, can you please tell me how to say एक मुक्त ज्ञानकोष in Oriya? Thanks, --Node ue ୦୧:୦୫, ୧୧ August ୨୦୧୦ (UTC)

ଉଇକିପିଡ଼ିଆ ଏକ ସାହିତ୍ୟ ପତ୍ରିକ ନୁହେଁ, ଏହା ଏକ ଜ୍ଞାନମଣ୍ଡଳ ସମ୍ପାଦନା

ଉଇକିପିଡ଼ିଆରେ ଆପଣଙ୍କ ନିଜ ପୃଷ୍ଠାରେ ଯଦିଓ ଆପଣ ଯାହା ଚାହିଁବେ ଲେଖି ପାରିବେ ତେବେ ଗୋଟିଏ କଥା ମୁଁ ଆପଣଙ୍କୁ ସୂଚାଇ ଦେବାକୁ ଚାହେଁ, ଉଇକିପିଡ଼ିଆ ଏକ ସାହିତ୍ୟ ପତ୍ରିକ ନୁହେଁ, ଏହା ଏକ ଜ୍ଞାନମଣ୍ଡଳ । ତେଣୁ ଏଠାରେ ଆପଣ ଓଡ଼ିଆ ଭାଷାରେ ଅନେକ ଦରକାରୀ ଲେଖା (ଜ୍ଞାନକୋଷ ଯୋଗ୍ୟ) ଲେଖିପାରିବେ । ଯେମିତି ଏକ ଜାଗା ବିଷୟରେ, ସହର, ନଗର, ଜିଲା ରାଜ୍ୟ, ଦେଶ, ଜଣାଶୁଣା ଲୋକ, ଘଟଣା, ଆଦି । ତେଣୁ ଆଶା ଆପଣ ସେସବୁ ଦିଗରେ ଉଇକିପିଡ଼ିଆକୁ ଉନ୍ନତ କରିବାରେ ସାହାଯ୍ୟ କରିବେ ନିଶ୍ଚିତ । --ସୁଭପାSubha Paମୋତେ କହିବେ କିଛି? ୦୫:୧୧, ୨୨ ଜୁନ ୨୦୧୧ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ ସମ୍ପାଦନା

 

ଆଜ୍ଞା ନମସ୍କାର Basanta parida,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୩:୨୯, ୮ ଅଗଷ୍ଟ ୨୦୧୧ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)