ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Aditya prasad nayak, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୧୪:୪୦, ୧୧ ନଭେମ୍ବର ୨୦୧୫ (UTC)

ଆପଣଙ୍କ ତିଆରି ଓଁ ଲେଖାଟି ଲିଭାହେବା ଉପରେ! ଅଧିକ ଲେଖା ଯୋଡ଼ି ତା'କୁ ବଞ୍ଚାନ୍ତୁ ସମ୍ପାଦନା

ଆପଣଙ୍କ ତିଆରି ଓଁ ଲେଖାଟି ଲିଭାହେବା ଉପରେ! ଅଧିକ ଲେଖା ଯୋଡ଼ି ତା'କୁ ବଞ୍ଚାନ୍ତୁ! ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାରୁ ଅନୁବାଦ ମଧ୍ୟ କରିପାରିବେ । ଏହି ଭଳି ଅନେକ ଲେଖା ଆଗରୁ ଭଲ ଭାବେ ଲେଖାଯାଇଥିବାରୁ ଓଡ଼ିଆରେ ଆଉଥରେ ମୂଳରୁ ଲେଖିବାର ଆବଶ୍ୟକତା ନାହିଁ । ଆପଣ ସିଧା ଅନୁବାଦ କରିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୨:୫୯, ୪ ଡିସେମ୍ବର ୨୦୧୫ (UTC)