ପାଛୋଟା!

ଓଳିଗି, 103.62.237.195 ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ଆପଣ ବିନା ଲଗ ଇନରେ କାମ କରିପାରିବେ, କିନ୍ତୁ ମୋ ମତରେ ଆପଣ ଖାତା ତିଆରି କରନ୍ତୁ। ଏହା ମାଗଣା, ବ୍ୟକ୍ତିଗତ ତଥ୍ୟ ଦରକାର ପଡିବନି, ଆଉ ବହୁ ସୁବିଧା ଯୋଗାଇଥାଏ, ଯେମିତି କି ନୂଆ ଲେଖା ତିଆରି କରିବା । ପୁରା ତଥ୍ୟ ଓ ନୂଆ ଖାତା ଖୋଲିବାର ସୁବିଧା ଜାଣିବା ପାଇଁ ଦୟାକରି ଏହି ପୃଷ୍ଠାଦେଖନ୍ତୁ । ଯଦି ଆପଣ ବିନା ଖାତାରେ କାମ କରିବେ, ତାହେଲେ ଆପଣଙ୍କ IP address (103.62.237.195) ହିଁ ଆପଣଙ୍କ ଚିହ୍ନା ଦେବ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

-- ଅଂଶୁମାନ ତାର ଯୋଡ଼ିବେ? ୧୯:୦୩, ୨୧ ମାର୍ଚ୍ଚ ୨୦୧୮ (IST)Reply

ଏହା ଖାତାଟିଏ ଖୋଲିନଥିବା ବା ସେହି ଖାତା ବ୍ୟବହାର କରିନଥିବା ଜଣେ ବେନାମୀ ବ୍ୟବହାରକାରୀଙ୍କ ଆଲୋଚନା ପୃଷ୍ଠା । ତେଣୁ ଆମେ ସାଂଖିକ ଆଇପି ଠିକଣା ଦେଇ ତାଙ୍କୁ ଜାଣିବା । ଏହି ଭଳି ଏକ ଆଇପି ଠିକଣା ବହୁ ବ୍ୟବହାରକାରୀଙ୍କ ଭିତରେ ବିତରିତ ହୋଇପାରେ । ଆପଣ ଜଣେ ବେନାମି ବ୍ୟବହାରକାରୀ ହୋଇଥିଲେ ଏବଂ ଆପଣଙ୍କୁ ଅପ୍ରାସଙ୍ଗିକ ମତାମତ ସବୁ ଦିଆଯାଇଛି ବୋଲି ଭାବୁଥିଲେ ଖାତାଟିଏ ଖୋଲନ୍ତୁ କିମ୍ବା ପୁରୁଣା ଖାତାରେ ଲଗ ଇନ କରନ୍ତୁ । ଫଳରେ ଆଗକୁ ଅନ୍ୟ ବେନାମୀ ବ୍ୟବହାରକାରୀଙ୍କ ସହ ଦ୍ଵନ୍ଦ ହେବନାହିଁ ।