ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଓଡିଶା, ଧନ୍ୟବାଦ ଗପୁ (ମୋ ଆଲୋଚନା) ୧୯:୪୪, ୮ ନଭେମ୍ବର ୨୦୨୧ (IST)Reply

ପରାଗ ଓ ଗ୍ରହଣ ସମ୍ପାଦନା

ଆଜି ରାହୁଗ୍ରସ୍ତ ଆଂଶିକ ସୂର୍ଯ୍ୟ ଗ୍ରହଣ; ଯୁଗେ ଯୁଗେ ସାକାତ୍ମକ ଓ ନାକାରତ୍ମକ ଶକ୍ତି- ସଂଘର୍ଷର ପ୍ରତିହିଂସା ପରାୟଣ ପ୍ରତିଫଳନ !!!

      ଦେଵ-ଅସୁର ମଧ୍ୟରେ ପ୍ରାୟ ୟୁଦ୍ଧ ଲାଗିରହିଥାଏ, ଅସୁରମାନେ ସାଧାନା -ସିଦ୍ଧିର ଅପପ୍ରୟୋଗ କରି ଦେବରାଜ ସିଂହାସନ ଯାଏ ପ୍ରାପ୍ତ କରିବାର ଅଭିପ୍ରାୟ ରଖୁଥିଲେ । ଦେବଗଣ  ନିରୁପାୟ ହୋଇ ଯୋଗେଶ୍ୱର ଶ୍ରୀହରି ବିଷ୍ଣୁଙ୍କର ନିକଟକୁ ପହଁଚିଲେ...ଉପାୟ !!! ଶ୍ରୀହରି ବିଷ୍ଣୁଙ୍କର ପରାମର୍ଶରେ ସାଗର ମନ୍ଥନ ହେଲା...ଶାଳିଳ ସମାଧିସ୍ତ ସୁମେରୁ ମନ୍ଦରା  ପର୍ବତ ବକ୍ଷ ଧାରଣ କରୀ ସ୍ୱୟଂ ଶ୍ରୀହରିବିଷ୍ଣୁ କଛପ ରୂପ ନେଲେ.... ନାଗରାଜ ବାସୁକିଙ୍କୁ ଦଉଡି କରି ସମୁଦ୍ର ମନ୍ଥନ ହେଲା ....
      ପ୍ରଥମେ ସମୁଦ୍ର ଫେଣରୁ ବ୍ରହ୍ମାଣ୍ଡ ନାଶକାରୀ କାଳକୂଟ ବିଷ ବାହାରିଲା... ସମସ୍ତେ ଭୟଭୀତ ହେଇ ଚାଲିଗଲେ ...ସେ ବିଷକୁ ବ୍ରହ୍ମାଣ୍ଡ କଲ୍ୟାଣ ପାଇଁ ଭୋଳାନାଥ ପାନକରିଥିଲେ ପରେ ଶ୍ୱେତ ବର୍ଣ୍ଣା ଉଚାସ୍ରାବା,ଐରାବତ, କସ୍ତୁକମଣି, କାମଧେନୁ,କଳ୍ପବୃକ୍ଷ,ଦେବୀ ଲକ୍ଷ୍ମୀ,ଅପସରା ରମ୍ଭା,ପାରିଜାତ ବୃକ୍ଷ, ବାରୁଣୀ ଦେବୀ,ଦିବ୍ୟପଞ୍ଚ ଜନ ଶଙ୍ଖ, ଚନ୍ଦ୍ରମା,ଦେଵଧ୍ବନନ୍ତ୍ୱରି ଦେଵ...ସବୁଠୁ ଅନ୍ତିମ ନିର୍ଗତ ଅମୃତ ପାନ ପାଇଁ ପୁଣି ଦେବାସୁର ୟୁଦ୍ଧ ଆଡ଼କୁ ଯିବା ପୂର୍ବରୁ ମୋହିନୀ ରୂପ ଧାରଣ କରି ଶ୍ରୀହରି ଅମୃତ ବାଣ୍ଟି ବାକୁ ଦେବଗଣ ଠାରୁ ଆରମ୍ଭ କଲାବେଳେ....ସ୍ରବଭାନୁ ଦୈତ୍ୟ...ଦେଵଛଦ୍ମ ବେଶରେ ଅମୃତ ପାନ କରିଦେଲା....ସୂର୍ଯ୍ୟ ଓ ଚନ୍ଦ୍ର ଏହାର ଅଭିଯୋଗ କଲାପରେ କ୍ରୋଧରେ ଶ୍ରୀହରିବିଷ୍ଣୁ ସୁଦର୍ଶନ ଚକ୍ରରେ ଦୈତ୍ୟର ଶିର ଛେଦନ କରିଦେଲେ ସିନା...ସେ ତ ଅମୃତ ପାନ କରିସାରିଛି..ଦୈତ୍ୟର ପ୍ରତିଶୋଧ ପରାୟଣ ନାକାରତ୍ମକ ଶକ୍ତି ମୁଣ୍ଡଅଂଶ ବିଶେଷ ରାହୁରୂପେ ସୂର୍ଯ୍ୟଗ୍ରାସ ଓ ଗଣ୍ଡି କେତୁ ରୂପରେ ଚନ୍ଦ୍ର ଗ୍ରହଣ କରୁଥିବା ଶାସ୍ତ୍ର ବର୍ଣ୍ଣିତ....!!! ଏହାର ମାର୍ମିକ ପ୍ରତିଫଳନ ବିଜ୍ଞାନର ମାପଦଣ୍ଡରେ ପ୍ରମାଣିତ କଲାପରେ ବି ହେତୁବାଦୀଙ୍କର ଧର୍ମବିରୋଧୀ ବିବାଦ ବି ଆମ ସମାଜ ପାଇଁ ରାହୁବାଦୀ ଠାରୁ କମ ନୁହେଁ । ଓଁ ଭଗବତେ ବାସୁଦେବାୟ ନମଃ..
                           ଉ : ପୃଥ୍ୱୀରାଜ ମାହାନ୍ତି ଓଡିଶା (ମୋ ଆଲୋଚନା) ୦୦:୨୩, ୭ ନଭେମ୍ବର ୨୦୨୨ (IST)Reply