ବୋବ୍ୱିଲି
(ବୋବ୍ବିଲିରୁ ଲେଉଟି ଆସିଛି)
ବୋବ୍ୱିଲି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିଜିଅନଗରଅମ୍ ଜିଲ୍ଲାରେ ଅବସ୍ଥିତ ।
Bobbili
బొబ్బిలి | |
---|---|
Country | India |
State | Andhra Pradesh |
District | Vizianagaram |
Government | |
• MLA | Sujay Krishna Rangarao, Ravu Venkata |
Area | |
• ସମୁଦାୟ | 25.60 km2 (9.88 sq mi) |
Elevation | 103 m (338 ft) |
Population (2011)[୨] | |
• Total | ୫୬,୮୧୯ |
• Density | 2,200/km2 (5,700/sq mi) |
Languages | |
• Official | Telugu |
Time zone | UTC+5:30 (IST) |
PIN | 535 xxx |
Telephone code | 91–8944 |
Sex ratio | 1:1 ♂/♀ |
Website | Bobbili Municipality |
ଭୌଗଳିକ ଅବସ୍ଥିତି
ସମ୍ପାଦନାବୋବ୍ୱିଲି ୧୮.୫୭୩୫ ଉତ୍ତର ଅକ୍ଷାଂଶ ଓ ୮୩.୩୫୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୮୦ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବୋବ୍ୱିଲି ସହରର ମୋଟ ଜନସଂଖ୍ୟା ୫୦୧୪୦ ଅଟେ ।[୪] ସେଥି ମଧ୍ୟରୁ ୪୯.୯୫% ଜଣ ପରୁଷ ହୋଇଥିବା ବେଳେ ୫୦.୦୫% ଜଣ ନାରୀ ଅଟନ୍ତି । ବୋବ୍ୱିଲିର ସାକ୍ଷରତା ହାର ୬୩.୫୭% ଅଟେ । ଏହା ଜାତୀୟ ହାରଠାରୁ ୧.୨୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୭୧% ପ୍ରତିଶତ ପୁରୁଷ ଓ ୨୭.୮୬% ନାରୀ ଅଟନ୍ତି । ୧୧.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ସମ୍ପାଦନାତେଲୁଗୁ ବୋବ୍ୱିଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Basic Information of Municipality". Municipal Administration & Urban Development Department, Govt. of Andhra Pradesh. Retrieved 11 August 2014.
- ↑ "Census 2011". The Registrar General & Census Commissioner, India. Retrieved 11 August 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.