ବୈକୁଣ୍ଠନାଥ ସ୍ୱାଇଁ
ଓଡ଼ିଆ ରାଜନୀତିଜ୍ଞ
(ବୈକୁଣ୍ଠ ନାଥ ସ୍ୱାଇଁରୁ ଲେଉଟି ଆସିଛି)
ବୈକୁଣ୍ଠ ନାଥ ସ୍ୱାଇଁ (୧୩ ଜାନୁଆରୀ ୧୯୩୫ - ୨ ଅକ୍ଟୋବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବୈକୁଣ୍ଠ ନାଥ ସ୍ୱାଇଁ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨ ଅକ୍ଟୋବର ୧୯୯୫ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ର ନାଥ ନାୟକ |
ପର ଅଧିକାରୀ | ସୁରେନ୍ଦ୍ର ନାଥ ନାୟକ |
ନିର୍ବାଚନ ମଣ୍ଡଳୀ | କାକଟପୁର |
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ର ନାଥ ନାୟକ |
ପର ଅଧିକାରୀ | ସୁରେନ୍ଦ୍ର ନାଥ ନାୟକ |
ନିର୍ବାଚନ ମଣ୍ଡଳୀ | କାକଟପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ଜାନୁଆରୀ ୧୯୩୫ |
ମୃତ୍ୟୁ | ୨ ଅକ୍ଟୋବର ୧୯୯୫ | (ବୟସ ୬୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କାଦମ୍ବିନୀ ସ୍ୱାଇଁ |
ବାପା/ବୋଉ | ଅଚ୍ୟୁତାନନ୍ଦ ସ୍ୱାଇଁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବୈକୁଣ୍ଠ ନାଥ ସ୍ୱାଇଁ ୧୯୩୫ ମସିହାର ଜାନୁଆରୀ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଚ୍ୟୁତାନନ୍ଦ ସ୍ୱାଇଁ ଓ ପତ୍ନୀଙ୍କ ନାମ କାଦମ୍ବିନୀ ସ୍ୱାଇଁ ।[୧]
ରାଜନୈତିକ ଜୀବନ
ସମ୍ପାଦନାବୈକୁଣ୍ଠ ନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାବୈକୁଣ୍ଠ ନାଥ ୧୯୯୫ ମସିହାର ଅକ୍ଟୋବର ୨ ତାରିଖରେ ୬୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Baikunthanath Swain". odishaassembly.nic.in. Odisha Assembly. Retrieved 15 March 2021.