ବେଲିମୁମାବ

ଏହା ଏକ ଔଷଧ ଯାହା ସିଷ୍ଟମିକ୍ ଲୁପୁସ୍ ଏରିଥେମାଟୋସ୍ (SLE) କିମ୍ବା ଲୁପୁସ ବୃକ୍‌କ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ

ବେଲିମୁମାବ, ବେପାର ନାମ ବେନିଷ୍ଟା, ଏକ ଔଷଧ ଯାହା ସିଷ୍ଟମିକ୍ ଲୁପୁସ୍ ଏରିଥେମାଟୋସ୍ (SLE) କିମ୍ବା ଲୁପୁସ ବୃକ୍‌କ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୪] ଏହା ଅନ୍ୟାନ୍ୟ ଚିକିତ୍ସା ସ‌ହିତ ଏହା ବ୍ୟବହୃତ ହୁଏ, ଯେତେବେଳେ ସେଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ । [୫] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ |।[୩]

ବେଲିମୁମାବ
Monoclonal antibody
TypeWhole antibody
SourceHuman
TargetB-cell activating factor (BAFF, BLyS)
Clinical data
Trade namesBenlysta
SynonymsLymphoStat-B
AHFS/Drugs.commonograph
MedlinePlusa611027
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC6714H10428O2102S52
Molar mass୧,୨୬,୪୫୦.୩0 g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ, ତରଳ ଝଡ଼ା ଏବଂ ହର୍ପିସ ଜୋଷ୍ଟର ହୋଇପାରେ । [୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା, ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି, ଅବସାଦ ଏବଂ ଆନାଫାଇଲକ୍ସିସ୍ ହୋଇପାରେ । [୨] [୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ବି-ସେଲ୍ ଆକ୍ଟିଭିଟିଙ୍ଗ୍ ଫ୍ୟାକ୍ଟର୍ (BAFF)କୁ ମଧ୍ୟ ସଂଲଗ୍ନ ଓ ଅବରୋଧ କରି ବି- ଲିମ୍ଫୋସାଇଟ‌ର ଆୟୁଷକୁ ହ୍ରାସ କରେ । [୨]

୨୦୧୧ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବେଲିମୁମାବକୁ ଅନୁମୋଦନ କରାଯାଇଥିଲା। [୬] [୪] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୪୦୦ ମିଗ୍ରାର ମୂଲ୍ୟ ପ୍ରାୟ ୪୦୫ ଡଲାର ଅଟେ। । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Belimumab (Benlysta) Use During Pregnancy". Drugs.com. 5 February 2020. Archived from the original on 4 December 2020. Retrieved 29 July 2020.
  2. ୨.୦ ୨.୧ ୨.୨ "Benlysta EPAR". European Medicines Agency (EMA). Archived from the original on 25 October 2020. Retrieved 29 July 2020.
  3. ୩.୦ ୩.୧ "Benlysta- belimumab injection, powder, lyophilized, for solution Benlysta- belimumab solution". DailyMed. 17 January 2020. Archived from the original on 25 September 2020. Retrieved 29 July 2020.
  4. ୪.୦ ୪.୧ ୪.୨ "Benlysta- belimumab injection, powder, lyophilized, for solution Benlysta- belimumab solution". DailyMed. 17 January 2020. Archived from the original on 25 September 2020. Retrieved 29 July 2020.
  5. ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 891. ISBN 978-0857114105.
  6. ୬.୦ ୬.୧ "Benlysta EPAR". European Medicines Agency (EMA). Archived from the original on 25 October 2020. Retrieved 29 July 2020.
  7. "Benlysta Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 8 January 2022.