ବେଗମ ଅଖତର
ଭାରତୀୟ ଗାୟିକା
ବେଗମ ଅଖତର ଙ୍କ ନାମରେ ପ୍ରସିଦ୍ଧ, ଅଖତରୀ ବାଈ ଫେଜାବାଦୀ (୭ ଅକ୍ଟୋବର ୧୯୧୪ - ୩୦ ଅକ୍ଟୋବର ୧୯୭୪) ଭାରତର ପ୍ରସିଦ୍ଧ ଗାୟିକା ଥିଲେ , ଯାହାଙ୍କୁ ଦାଦର, ଠୁମାରୀ, ଗଜଲ ଆଦିରେ ମହାରଥୀ ହାସିଲ କରିଥିଲେ । ତାଙ୍କୁ କଳା କ୍ଷେତ୍ରରେ ଭାରତ ସରକାର ପ୍ରଥମେ ପଦ୍ମଶ୍ରୀ ତଥା ୧୯୭୫ ମସିହାରେ ମରଣୋପରାନ୍ତ ପଦ୍ମ ଭୂଷଣ [୩]ସମ୍ମାନିତ କରାଯାଇଥିଲା । ତାଙ୍କୁ "ମଲ୍ଲିକା-ଏ-ଗଜଲ"ର ସମ୍ମାନରେ ବଛାଯାଇଥିଲା । [୪]
ବେଗମ ଅଖତର | |
---|---|
ମୂଳ ନାମ | بیگم اختر |
ଜନ୍ମ ସମୟରେ ନାମ | Akhtaribai Faizabadi |
ଜନ୍ମ | ୭ ଅକ୍ଟୋବର ୧୯୧୪ |
ଜନ୍ମସ୍ଥାନ | Faizabad, Uttar Pradesh, India |
ମୃତ୍ୟୁ | ୩୦ ଅକ୍ଟୋବର ୧୯୭୪[୧] | (ବୟସ ୬୦)
ଶୈଳୀ | Ghazal, Thumri, Dadra[୨] |
ପେଷା | Singer |
କାର୍ଯ୍ୟକାଳ | 1929–1974 |
୨୦୧୪ ମସିହାର ଫିଲ୍ମ "ଦେଢ଼ ଇସ୍କିୟା"ରେ (ବିଶାଳ ଭାରଦ୍ୱଜ )ରେ ବେଗମ ଅଖତରଙ୍କ ପ୍ରସିଦ୍ଧ ଠୁମରୀ "ହମାରି ଅଟରୀୟ ପେ"ର ଆଧୁନିକ ରିମିକ୍ସ (ରେଖା ଭାରଦ୍ୱଜ)ର ସ୍ୱରରେ ପ୍ରସ୍ତୁତ କଲେ ।
ଆୱାର୍ଡ
ସମ୍ପାଦନାଆଧାର
ସମ୍ପାଦନା- ↑ In Memory of Begum Akhtar The Half-inch Himalayas, by Shahid Ali Agha, Agha Shahid Ali, Published by Wesleyan University Press, 1987. ISBN 0-8195-1132-3.
- ↑ Dadra Thumri in Historical and Stylistic Perspectives, by Peter Lamarche Manuel, Peter Manuel. Published by Motilal Banarsidass Publ., 1989. ISBN 81-208-0673-5. Page 157.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved July 21, 2015.
- ↑ New Release: Begum Akhtar: Love’s Own Voice Archived 6 June 2011 at the Wayback Machine. Hindustan Times, 31 August 2009.
- ↑ ୫.୦ ୫.୧ "Padma Awards Directory (1954–2013)" (PDF). Ministry of Home Affairs. Archived from the original (PDF) on 15 November 2014.
- ↑ "SNA: List of Akademi Awardees". Sangeet Natak Akademi Official website. Archived from the original on 31 March 2016.