ନମସ୍କାର, ଜୟ ଜଗନ୍ନାଥ ! ପୂର୍ବବର୍ଷମାନଙ୍କ ଭଳି ଆମେ ଏଥର ଏସିଆ ମାସ ଗଣ ସମ୍ପାଦନାରେ ଅଂଶଗ୍ରହଣ କରିବା କି? ଏସିଆ ମାସ ମେଟା ପେଜ୍ରେ ମୁଁ ଆମ କମ୍ୟୁନିଟି ପାଇଁ ନାମ ଯୋଡ଼ିଛି, ହେଲେ ସଭିଙ୍କର ମତାମତ ନେଇ ଆଗକୁ ବଢ଼ିବା । ପୂର୍ବବର୍ଷ ଏହି ଗଣ-ସମ୍ପାଦନାରେ କେବଳ ମାତ୍ର ଦୁଇଜଣ ଅଂଶଗ୍ରହଣ କରିଥିଲେ, ତେଣୁ ସଭିଙ୍କର ମତାମତ ନେଇ ଆରମ୍ଭ କରିବା
ସଭିଙ୍କର ମତାମତ ଅପେକ୍ଷାରେ ।