Topic on ବ୍ୟବହାରକାରୀଙ୍କ ଆଲୋଚନା:Soumendrak

ଅନ୍ୟ ଉଇକିପିଡ଼ିଆରୁ ସିଧାସଳଖ ଅନୁବାଦ ପାଇଁ

2
Gayatree Tripathy (ଆଲୋଚନାଅବଦାନ)

ଏଇ ଟୁଲଟା କାମରେ ଆସିପାରିବ ଆପଣଙ୍କର ।

Soumendrak (ଆଲୋଚନାଅବଦାନ)

ଧନ୍ୟବାଦ @Gayatree Tripathy, ହେଲେ ଏଥିରେ କିଛି ବିଶେଷ ଲାଭ ହେଉନାହିଁ ।

  1. ଏହି ଟୁଲରେ ଛାଞ୍ଚ ଠିକ ଭାବରେ ଛପାଇ ହେଉ ନାହିଁ .
  2. ସାଧାରଣ କପି ପେଷ୍ଟ ଛଡ଼ା କିଛି ଅଧିକା ନାହିଁ , ହୁଏତ ଅନ୍ୟ ଭାଷା ପାଇଁ ଅନୁବାଦ କରୁଥାଇ ପରେ, ଓଡ଼ିଆରେ ତା କିଛି ହେଉନାହିଁ .

ମୁଁ ଯଦି କିଛି ଛାଡ଼ିଯାଇଛି ଜଣାଇବାକୁ ଅନୁରୋଧ । ଧନ୍ୟବାଦ ।