ବିଶ୍ୱେଶ୍ୱର ଟୁଡୁ

ଭାରତୀୟ ରାଜନୀତିଜ୍ଞ
(ବିଶ୍ୱେଶ୍ୱର ଟୁଡ଼ୁରୁ ଲେଉଟି ଆସିଛି)

ବିଶ୍ୱେଶ୍ୱର ଟୁଡ଼ୁ ଜଣେ ଭାରତୀୟ ରାଜନୀତିଜ୍ଞ । ଭାରତର ୧୭ଶ ଲୋକ ସଭାକୁ ସେ ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ।[୧] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]

ବିଶ୍ୱେଶ୍ୱର ଟୁଡୁ
ବିଶ୍ୱେଶ୍ୱର ଟୁଡୁ
ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ସାଂସଦ
କାର୍ଯ୍ୟକାଳ
୨୦୧୯ – ୨୦୨୪
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-03-28) ୨୮ ମାର୍ଚ୍ଚ ୧୯୬୫ (ବୟସ ୫୯)
ତାଳଚେର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେପି
ଜୀବନ ସାଥୀସୁମିତ୍ରା ଟୁଡ଼ୁ
ବୋଉବୁଡ଼ୁଚୁ ଟୁଡ଼ୁ
ବାପାସୁକୁଳ ଟୁଡ଼ୁ
ଘରଖୁଣ୍ଟାପାଳ, ମୟୂରଭଞ୍ଜ, ଓଡ଼ିଶା
୦୭ ଜୁଲାଇ, ୨୦୨୧ ସୁଦ୍ଧା
ବିଶ୍ୱେଶ୍ୱର ଟୁଡୁ
ସଦସ୍ୟ: ୧୭ଶ ଲୋକ ସଭା
ପୂର୍ବ ଅଧିକାରୀରାମ ଚନ୍ଦ୍ର ହାଁସଦା, ବିଜେଡି
ନିର୍ବାଚନ ମଣ୍ଡଳୀମୟୁରଭଞ୍ଜ
Assumed office
୨୦୧୯
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜେପି
ବାପା/ବୋଉସୁକୁଳ ଟୁଡୁ (ବାପା)
ଘରଖୁଣ୍ଟାପାଳ, ପରମନାଦ, ମୋରାଦ, ମୟୁରଭଞ୍ଜ
ବୃତ୍ତିସମଜସେବୀ, ରାଜନୀତିଜ୍ଞ
୦୩ ଜୁନ, ୨୦୧୯ ସୁଦ୍ଧା
ଆଧାର: [୧]

୨୦୨୧ ମସିହାରେ ସେ ଭାରତ ସରାକାରଙ୍କର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।

ବିଶ୍ୱେଶ୍ୱରଙ୍କର ପୈତୃକ ଗ୍ରାମ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାପାଳ ଗ୍ରାମ । ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ଶିକ୍ଷା ଲାଭ କରିଛନ୍ତି । ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ସେ ସରକାରୀ ଚାକିରୀ ଛାଡ଼ି ଦେଇ ରାଜନୀତିରେ ଯୋଗଦେଇଥିଲେ ।[୩]

ଆଧାର ସମ୍ପାଦନା

  1. "Bishweswar Tudu ,BJP: Latest Updates On Bishweswar Tudu, Lok Sabha Constituency Seat". NDTV.com (in ଇଂରାଜୀ). Retrieved 2019-06-03.
  2. "General Election 2019 - Election Commission of India". results.eci.gov.in. Retrieved 2019-06-03.
  3. "It is quiet in new Union Minister from Odisha Tudu's ancestral village". www.newindianexpress.com. The New Indian Express. Archived from the original on 8 July 2021. Retrieved 8 July 2021.