ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ, କଟକ
ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ କଟକରେ ଅବସ୍ଥିତ ଏକ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହା ୧୯୫୯ମସିହାରେ ବଜ୍ରକବାଟୀଠାରେ ସ୍ଥାପନା କରାଯାଇଥିଲା ।
ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ | |
---|---|
![]() | |
ଅବସ୍ଥାନ | |
କଟକ, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୩ ଅଗଷ୍ଟ ୧୯୫୯ |
ଶ୍ରେଣୀ | ଶ୍ରେଣୀ ୬ରୁ ୧୦ମ |