ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା

ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ ରାୟଗଡ଼ା ଜିଲ୍ଲାର ରାୟଗଡ଼ାଠାରେ ଅବସ୍ଥିତ ଏକ ଦ୍ୱିଭାଷି (ଓଡ଼ିଆ ଏବଂ ତେଲୁଗୁ ମାଧ୍ୟମ) ଉଚ୍ଚବିଦ୍ୟାଳୟ ।

ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ,ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
Type ଜିଲ୍ଲା
ପ୍ରତିଷ୍ଠା ୧୯୭୨
ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ଗିରି
କର୍ମଚାରୀ ୧୮
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ

ଇତିହାସ ସମ୍ପାଦନା

ଏହି ବିଦ୍ୟାଳୟ ୧୯୭୨ ମସିହାରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ାଠାରେ ସ୍ଥାପନା କରାଯାଇଥିଲା । ୨୦୦୪ ମସିହା ପର୍ଯ୍ୟନ୍ତ ବିଦ୍ୟାଳୟଟି ସ୍ଥାନୀୟ ନଗରପାଳିକାର ପରିଚାଳନାଧୀନ ଥିଲା । ଅଧୁନା ଏହି ଓଡ଼ିଆ ଏବଂ ତେଲୁଗୁ ମାଧ୍ୟମ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ବୋର୍ଡ ଅଫ୍‌ ସେକେଣ୍ଡରି ଏଡୁକେସନ୍‌, ଓଡ଼ିଶା ଅଧୀନରେ ପରିଚାଳିତ ।[୧] ବିଦ୍ୟାଳୟରେ ଏକ ଇକୋ କ୍ଳବ୍‌ ସଂସ୍ଥାପିତ[୨]

ପରିସର ଓ କୋଠାବାଡି ସମ୍ପାଦନା

ଏହି ବିଦ୍ୟାଳୟରେ ମୋଟ ଦୁଇଟି ଘର ଅଛି । ବିଦ୍ୟାଳୟରେ ଖେଳ ପଡ଼ିଆ ଓ ପାଠାଗାର ଅଛି ।

ଆହୁରି ଦେଖିବେ ସମ୍ପାଦନା

ଆଧାର ସମ୍ପାଦନା

  1. "List of High Schools". odisha.gov.in. Retrieved 4 July 2016.
  2. ""List of ecoclubs in Rayagada dist"" (PDF). Archived from the original (PDF) on 2016-03-04. Retrieved 2016-07-15.