[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Jammalamadugu
జమ్మలమడుగు
ଦେଶIndia
ରାଜ୍ୟAndhra Pradesh
RegionRayalaseema
ଜିଲ୍ଲାKadapa
Area
 • ସମୁଦାୟ24.83 km2 (9.59 sq mi)
Elevation184 m (604 ft)
Population
 (2011)[୩]
 • Total୪୬,୦୬୯
 • Density1,900/km2 (4,800/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
516 434
ଯାନବାହାନ ପଞ୍ଚୀକରଣAP-04
WebsiteJammalamadugu Municipality
Statue of Mahatma Gandhi in Jammalamadugu

ଜାମ୍ମାଲାମାଦୁଗୁ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଆନ୍ଧ୍ର ପ୍ରଦେଶର କୁଦ୍ଦପହ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଜାମ୍ମାଲାମାଦୁଗୁ ୧୪.୮୪୭୪ ଉତ୍ତର ଅକ୍ଷାଂଶ ଓ ୭୮.୩୮୪୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୪]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜାମ୍ମାଲାମାଦୁଗୁ ସହରର ମୋଟ ଜନସଂଖ୍ୟା ୪୦୫୦୨ ଅଟେ ।[୫] ସେଥି ମଧ୍ୟରୁ ୪୯.୩୫% ଜଣ ପରୁଷ ହୋଇଥିବା ବେଳେ ୫୦.୬୫% ଜଣ ନାରୀ ଅଟନ୍ତି । ଜାମ୍ମାଲାମାଦୁଗୁର ସାକ୍ଷରତା ହାର ୬୪.୨୧% ଅଟେ । ଏହା ଜାତୀୟ ହାରଠାରୁ ୦.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୦% ପ୍ରତିଶତ ପୁରୁଷ ଓ ୨୭.୫୦% ନାରୀ ଅଟନ୍ତି । ୧୧.୫୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]

ଭାଷା ସମ୍ପାଦନା

ତେଲୁଗୁ ଜାମ୍ମାଲାମାଦୁଗୁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
  2. "Elevation for Jammalamadugu". Veloroutes. Retrieved 12 August 2014.
  3. "Census 2011". The Registrar General & Census Commissioner, India. Retrieved 12 August 2014.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା