କିଲାକରାଇ , ତାମିଲନାଡୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କିଲାକରେଇ
கீழக்கரை
Keelai
Town
Kilakarai lighthouse
Country India
StateTamil Nadu
DistrictRamanathapuram
TalukaKilakarai
Government
 • TypeMunicipality
 • BodyKilakarai Municipality
Elevation
8 m (26 ft)
Population
 (2011)
 • Total୩୮,୩୫୫
DemonymKilakaraian
Languages
 • OfficialTamil
Time zoneUTC+5:30 (IST)
PIN
623 517
Telephone code91 4567
ଯାନବାହାନ ପଞ୍ଚୀକରଣTN 65
Distance from Chennai558 kilometres (347 mi) S
Distance from Bengaluru539 kilometres (335 mi) S
Distance from Madurai132 kilometres (82 mi) E
Distance from Ramanathapuram18 kilometres (11 mi) S
Distance from Coimbatore365 kilometres (227 mi) W
Distance from Tuticorin121 kilometres (75 mi) N
Distance from Adirampattinam152 kilometres (94 mi) S
ClimateBSh (Köppen)
Precipitation909 millimetres (35.8 in)
Avg. summer temperature30 °C (86 °F)
Avg. winter temperature25 °C (77 °F)

କିଲାକରେଇ  (Tamil: கீழக்கரை)ଭାରତୀୟ ରାଜ୍ୟ ତାମିଲନାଡୁର ରମନାଥପୁରମ ଜିଲ୍ଲାର ଏକ ମୁନିସିପାଲିଟି ସହର । ଏହା ତାମିଲନାଡୁର ଏକ ପ୍ରାଚୀନ ତାଲୁକ । 

ବର୍ଣ୍ଣନା ସମ୍ପାଦନା

କିଲାକରେଇ ଦକ୍ଷିଣ ତାମିଲନାଡୁରେ ଅବସ୍ଥିତ ଏକ ପ୍ରାଚୀନ ତଟବର୍ତୀ ସହର ଓ ବନ୍ଦର । ଏହା ବିଂଶ ଶତାବ୍ଦୀର ପ୍ରାରମ୍ଭ ଯାଏ ଏହା ଏକ ସମ୍ଭ୍ରାନ୍ତ ବନ୍ଦର ଓ ମଦୁରାଇ ପରି ଦୁରବର୍ତୀ ଆଞ୍ଚଳ ପାଇଁ ପ୍ରବେଶପଥ ଥିଲା । କିଲାକରେଇର ସମୁଦ୍ର ତଟରେ ଛୋଟ ବେ ସବୁ ଓ କୋରାଲ ପାହାଡ ଥିବା ଯୋଗୁଁ ତାହା ସମୁଦ୍ରର କରାଳତାରୁ କିଳାକରେଇକୁ ବାତ୍ୟା ଦାଉରୁ ସୁରକ୍ଷିତ ରଖେ । 

ଏଠାକାର ଅଧିବାସୀମାନେ ମୁଖ୍ଯତଃ ମୁକ୍ତା ଓ ଶାମୁକା ତଥା ଅନ୍ୟ ସାମୁଦ୍ରିକ ଉପ୍ପାଦର  ବ୍ୟବସାୟ କରିଥାନ୍ତି । ତେବେ ରାସ୍ତାରେ ଗମନାଗମନ ସୁବିଧା ସବୁ ହେଲା ପରେ କ୍ରମଶଃ କିଲାକରେଇର ବନ୍ଦର ବନ୍ଦ ହେଇଗଲା ।[୧] ମୁକ୍ତା ଚାଷ ଓ ମାଛ ମରା ଯୋଗୁ କୋରାଲ ପାହାଡ ସବୁ ନଷ୍ଟ ହେଇଗଲା । ଧୀରେ ଧୀରେ ସାମୁଦ୍ରିକ ପ୍ରକୃତିକ ମୁକ୍ତାର ବ୍ୟବସାୟ ଭି ମାନ୍ଦା ପଡିବାରୁ ତାହା ବନ୍ଦ ହେଲା ।  

କିଲାକରେଇରେ ସଂଖ୍ୟାଧିକ ମୁସଲିମ ଥିଲେ ମଧ୍ୟ ସେଠାରେ ହିନ୍ଦୁ , ଖ୍ରୀଷ୍ଟିୟାନ ଓ ଅନନ୍ୟ ଧର୍ମାବଲମ୍ବୀ ମାନଙ୍କ ଭିତରେ ସମ୍ପ୍ରଦାୟିକ ସଦ୍ଭାବ ଏକ ଦୃଷ୍ଟାନ୍ତ । ଏଠାରେ ରାମେଶ୍ୱରମ ମନ୍ଦିର ସହ ଜୁମ୍ମା ପଲ୍ଲୀ ଭାଷାଳ ରହିଛି ଓ ଉଭୟର ସ୍ଥାପତ୍ୟରେ ସମଞ୍ଜସ୍ୟା ଦେଖାଯାଏ । 

ଏଠାରେ ବିଶ୍ୱର ଚତୁର୍ଥ ସର୍ବ ପୁରାତନ ମସଜିଦ ଜୁମ୍ମା ପାଲ୍ଲୀ ବା ମୀନ କାଦା ପାଲ୍ଲୀ ରହିଛି । ଏହି ମସଜିଦର ପ୍ରାକ- ଇସଲାମିକ ସ୍ଥାପତ୍ୟ , ଯାହା ୨୦୦୦ ବର୍ଷର ପୁରାତନ , ଏକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ । ଶିକ୍ଷୟାର ଉତ୍ତମ ବ୍ୟବସ୍ଥା ଥିବାରୁ ଏଠାରେ ସାକ୍ଷ୍ୟରତା ହାର ଖୁବ ଭଲ । 


Political information ସମ୍ପାଦନା

ଏହା ୧୮୮୫ ଯାଏ ଏକ ପଞ୍ଚାଯତ ଥିଲା । ତାହା ପରେ ସ୍ପେଶାଲ ପଞ୍ଚାଯତ ହେଇ ପରେ ୨୦୦୪ ମସିହାରୁ ତୃତୀୟ ଶ୍ରେଣୀର ମୁନିସିପାଲିଟିରେ ପରିଣତ ହେଲା । 

Demographics ସମ୍ପାଦନା

A୨୦୧୧ ଜନଗଣନା ଅନୁସାରେ କିଲାକରାଇର ଲୋକ ସଂଖ୍ୟା ୩୮,୩୫୫ ଥିଲା । ମହିଳା ଓ ପୁରୁଷ ଅନୁପାତ ୯୪୮;୧,୦୦୦[୨] ରହିଥିବା ବେଳେ ୪,୩୯୧ ଜଣ ୬ ବର୍ଷରୁ କମ ଶିଶୁ ଥିଲେ । ସାକ୍ଷ୍ୟରତା ହାର ୮୨.୬୩ % ଯାହା ଜାତୀୟ ହାରଠାରୁ ଅଧିକ ଥିଲା । .[୨] ସମୁଦାଯ ଗୃହ ସଂଖ୍ୟା ୭୪୪୮ ହେଇଥିବା ବେଳେ ଅଧିକାଂଶ ଚାଷୀ ଓ ଶ୍ରମିକ ଶ୍ରେଣୀ ଥିଲେ । .[୩] ଧର୍ମ ଅନୁସାରେ କିରାଇକେଲାରେ ୭୯.୯୨ % ମୁସଲିମ , ୧୭.୬ % ହିନ୍ଦୁ , ୧.୧୬ % ଖ୍ରୀଷ୍ଟିୟାନ ଓ ବାକି ଅନ୍ୟ ସଂପ୍ରଦାୟର ଥିଲେ । .[୪]

ଶିକ୍ଷାନୁଷ୍ଠାନ  ସମ୍ପାଦନା

ଏଠାରେ ମହମ୍ମଦ ଶଠକ ଇଂଜିନିଯରିଂ କଲେଜ , ଠାସିମ ବିବି ଅବଦୁଲ କାଡର ମହିଳା କଲେଜ , ମଦ୍ରାସା , ସାଇଦ  ହାମିଦ କଳା ଓ ବିଜ୍ଞାନ କଲେଜ ପରି ଶିକ୍ଷାନୁଷ୍ଠାନ ସବୁ ରହିଛି । ଏଠାରେ ମହମ୍ମଦଶଠକ ITI ମଧ୍ୟ ରହିଛି ।[୫]ଏଠାରୁ ଛତ୍ର ଛାତ୍ରୀମାନେ IAS ପାଇଁ ପ୍ରସ୍ତୁତି କରିବାକୁ ଏକ ଆଇଏଏସ କୋଚିଙ୍ଗ କେନ୍ଦ୍ର ଖୋଲିବାର ବ୍ୟବସ୍ଥା ହେଇଛି । [୬]

ଫଟୋ ଗ୍ୟାଲେରି  ସମ୍ପାଦନା

ପୁନଶ୍ଚ ଦେଖଣା  ସମ୍ପାଦନା

ଟୀକା  ସମ୍ପାଦନା

  1. mohammad suhaib, on August 17, 2012, said: (2012-08-17). "Photo of Kilakarai in an ancient map". Panoramio. Retrieved 2013-06-06.{{cite web}}: CS1 maint: extra punctuation (link) CS1 maint: multiple names: authors list (link) CS1 maint: numeric names: authors list (link)
  2. ୨.୦ ୨.୧ {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. "Ramanathapuram District Population Census 2011, Tamil Nadu literacy sex ratio and density". Census2011.co.in. Retrieved 2013-06-06.
  6. http://www.hinduonnet.com/thehindu/thscrip/print.pl?file=2011022150400200.htm&date=2011/02/21/&prd=th&[permanent dead link]

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା

Keelakkarai News