"କଳ୍ପନା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୮ କ ଧାଡ଼ି:
 
===ପର୍ବତାରୋହଣ===
ଏଭେରେଷ୍ଟ ଶୃଙ୍ଗକୁ ଛୁଇଁବାରେ କଳ୍ପନା ଦାଶ ହେଉଛନ୍ତି ପ୍ରଥମ ଓଡ଼ିଆ, ପ୍ରଥମ ଅସୈନିକ (civilian) ଓ ସବୁଠାରୁ ବୟସ୍କବୟସ୍କା ଭାରତୀୟ ମହିଳା(୪୨)। <ref>{{cite web|title=www.tribuneindia.com/2008/20081005/spectrum/main2.htm}}</ref>
 
ଆର୍ଥିକ, ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସାମନା କରି ଜଣେ ନାରୀ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ। ଦୁଇ ଦୁଇଥର ବିଫଳତାର ସାମନା କରିବା ପରେ ମଧ୍ୟ ତାଙ୍କର ଉତ୍ସାହ ମରି ଯାଇ ନଥିଲା।
୬୬ କ ଧାଡ଼ି:
୨୦୦୬ରେ ପୁନର୍ବାର ସେ ୮୦୪୮ ମିଟିର ପର୍ଯ୍ୟନ୍ତ ଏଭେରେଷ୍ଟ ଆରୋହଣ କରିଥିଲେ। କିନ୍ତୁ ମୃତ୍ୟୁର ବଳୟ ବୋଲି କୁହାଯାଉଥିବା ଇଲାକା ଯେଉଁଠି ଅମ୍ଳଜାନର ମାତ୍ରା ପାଖାପାଖି ଶୂନ୍ୟ ଥାଏ ଓ ଉତ୍ତାପ ଶୂନ୍ୟଡିଗ୍ରୀରୁ କମ ଥାଏ, ସେଠାରେ ପ୍ରବେଶ କରିଲା ପରେ, ଅତି ପ୍ରତିକୂଳ ପାଣିପାଗ ଯୋଗୁଁ ବାଧ୍ୟ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ।<br />
 
ତଦୁପରାନ୍ତ ପର୍ବତାରୋହଣରେ ପ୍ରାମାଣିକ ଶିକ୍ଷା ହାସଲ କରିବାପାଇଁ ସେ ୨୦୦୧ରେ ଦାର୍ଜିଲିଂର ହିମାଳୟ ପର୍ବତାରୋହଣ-ପ୍ରଶିକ୍ଷଣ ସଂସ୍ଥାନରେ (Himalayan Mountaineering Institute at Darjeeling) ୩୫ ବର୍ଷର ପରିଣତ ବୟସରେ ଯୋଗଦେଇଥିଲେ। ତା’ପରଠାରୁ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ। ପ୍ରତିଦିନ ସେ ନିଜ ସହର ଢେଙ୍କାନାଳ ଉପକଣ୍ଠରେ ଥିବା ୧୩୫୨ ପାହାଚଯୁକ୍ତ କପିଳାସ ପାହାଡ଼କୁ ନିଜ ପିଠିରେ ୩୦ କିଲୋ ଓଜନ ବୋହି ଚଢ଼ିବା ଓ ଓହ୍ଲାଇବାର ଅଭ୍ୟାସ ଦିନକୁ ପାଞ୍ଚ ପାଞ୍ଚଥର କରୁଥିଲେ।
 
ପର୍ବତାରୋହଣ କରିବାରେ ଅନେକ ଅର୍ଥର ଆବଶ୍ୟକତା ରହିଥାଏ, ଯାହା ବ୍ୟକ୍ତିଗତ ଭାବେ ତାଙ୍କଦ୍ୱାରା ପୂରଣ କରିବା ସମ୍ଭବ ନ ଥିଲା। ଢେଙ୍କାନାଳର କତିପୟ ବାସିନ୍ଦା ଏବଂ ଢେଙ୍କାନାଳର ଜିଲ୍ଲାପାଳ ତାଙ୍କୁ ଏ ଦିଗରେ ଆର୍ଥିକ ସାହାଯ୍ୟ କରିଥିଲେ ଯାହା ଯଥେଷ୍ଟ ନ ଥିଲା। ଏପରିକି ସରକାରଙ୍କ ତରଫରୁ ମଧ୍ୟ ଯାହା ସାହାଯ୍ୟ ମିଳିଲା ତାହାଥିଲା ସମୁଦ୍ରକୁ ଶଙ୍ଖେ ପାଣି ପରି। ଯଦିଓ ସେ ପେଶାରେ ଜଣେ ଓକିଲ, ତଥାପି ଓକିଲାତି ପାଇଁ ତାଙ୍କ ପାଖରେ ଖୁବ୍ କମ୍ ସମୟଥିଲା, କାରଣ ତାଙ୍କ ଜୀବନର ପ୍ରାଥମିକତା ଥିଲା ପର୍ବତାରୋହଣ।