"ରେଖା ଜୈନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଓଡ଼ିଆ ସିନେମା ଅଭିନେତ୍ରୀ
Content deleted Content added
Hellohappy (ଆଲୋଚନା | ଅବଦାନ) ରେଖା ଜୈନ ଆରମ୍ଭ କରାଗଲା |
(କିଛି ବଦଳିନାହିଁ)
|
୧୭:୨୩, ୧୪ ମାର୍ଚ୍ଚ ୨୦୨୨ ଅନୁସାରେ କରାଯାଇଥିବା ବଦଳ
ରେଖା ଜୈନ ଜଣେ ଓଡ଼ିଆ ଅଭିନେତ୍ରୀ । ୧୯୯୦ ଦଶକରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ । ୨୦୦୧ରେ ଏକ ସଡ଼କ ଦୁର୍ଘଟଣା ଯୋଗୁ ସେ ଆଉ ଅଭିନୟ କରିପାରିନଥିଲେ ।
ରେଖା ଜୈନ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ଅଭିନୀତ ଚଳଚ୍ଚିତ୍ର
- ଧର୍ମ ଦେବତା - ୨୦୦୧
- ଧର୍ମ ନିକିତି - ୧୯୯୯
- ମା ପରି କିଏ ହେବ - ୧୯୯୯
- ସୌଭାଗ୍ୟବତୀ - ୧୯୯୮
- ସୁନା ସଂସାର - ୧୯୯୭
- ଭାଗ୍ୟ ହାତେ ଡୋରି - ୧୯୯୩
- କପାଳ ଲିଖନ - ୧୯୯୨
- ଚକାଡୋଳା କରୁଚି ଲୀଳା - ୧୯୯୦
- ଦଇବ ଦଉଡ଼ି - ୧୯୯୦[୧]
ଆଧାର
- ↑ Dhananjay Mahapatra. "Career lost to accident, actor gets Rs 1.27 crore relief Read more at: http://timesofindia.indiatimes.com/articleshow/21585805.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 14 March 2022. Retrieved 14 March 2022.
{{cite web}}
: External link in
(help)|title=
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ରେଖା ଜୈନ