"ବ୍ୟବହାରକାରୀ:Hpsatapathy/ପରଖଘର-xx" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ସୂଚନା
 
ଶିଶୁ ଦିବସ-୨୦୨୧ ଉପଲକ୍ଷେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଲୟଙ୍କ ଆଦେଶକ୍ରମେ ତଥା ରାୟଗଡ଼ା ପରିବାର ଅଦାଲତଙ୍କ ତତ୍ତ୍ଵାବଧାନରେ ଆସନ୍ତା ୧୪।୧୧।୨୦୨୧ ତାରିଖରେ ବ୍ଳକ ସ୍ତରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଟିତ ହେବ । ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ତିନିଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ବିବେଚିତ ଚିତ୍ର ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କୁ ପଠାଯିବ । ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ଚିତ୍ରଟି ଆସନ୍ତା ବର୍ଷର ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନ ପାଇବ । ରାୟଗଡା ସବଡିଭିଜନର ଗ୍ରାମୀଣ ଏବଂ ସହରାଞ୍ଚଳର ୮ ବର୍ଷରୁ ୧୪ ବର୍ଷ ମଧ୍ୟରେ ସମସ୍ତ ପ୍ରତିଯୋଗୀ ଏଥିରେ ଭାଗ ନେଇ ପାରିବେ । ଏହି ପ୍ରତିଯୋଗୀତାର ଅନ୍ୟାନ୍ୟ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।
 
* ପ୍ରତିଯୋଗୀତାର ବିଷୟବସ୍ତୁ: ଶିଶୁପାଇଁ ପରିବାରର ମହତ୍ତ୍ଵ
* ସ୍ଥାନ : ରାୟଗଡା ଜିଲ୍ଲାର ସମସ୍ତସବଡ଼ିଭିଅଜନର ଚାରୋଟି ବ୍ଳକ ଯଥା:-ରାୟଗଡା, କାଶୀପୁର, କୋଲନରା ଏବଂ କଲ୍ୟାଣସିଙ୍ଗପୁର
* ତାରିଖ: ୧୪-୧୧-୨୦୨୧, ସମୟ: ସକାଳ ୯ ରୁ ୧୧ ଘଣ୍ଟା
* ଚିତ୍ରାଙ୍କନ ପାଇଁ ଉଦ୍ଦିଷ୍ଟ ସମୟ: ୨ ଘଣ୍ଟା
* ଚିତ୍ରପଟ୍ଟର ଆକାର:- ମିଡିୟମମଧ୍ୟମ ଡ୍ରାଇଙ୍ଗ୍ କାଗଜଚିତ୍ରାଙ୍କନ (Medium Drawing sheet)
* ବ୍ୟବହୃତ ରଙ୍ଗ : ପାଣି ରଙ୍ଗ(Water color), ସ୍କେଚ କଲମ( sketch pen), କ୍ରେୟନ(Crayon), ରଙ୍ଗ ପେନସିଲ, ସାଦା ପେନସିଲ, ଏକ୍ରିଲିକ ରଙ୍ଗ(Acryic paint), ଚାରକୋଲ ରଙ୍ଗ (Charcoal)