"ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘର-1ରୁ ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନାକୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି ହେଲା
୨୭ କ ଧାଡ଼ି:
 
== ବୃତ୍ତିଗତ ଜୀବନ ==
କର୍ଣ୍ଣାଟକ ବାର କାଉନସେଲରେ ସେ ୧୯୮୭ ମସିହାରେ ଯୋଗ ଦେଇ ସାମ୍ବିଧାନିକ ଓ ବାଣିଜ୍ୟିକ ଆଇନରେ ଓକିଲାତି ଆରମ୍ଭ କଲେ । ଏହା ପରେ ୨୦୦୮ ମସିହାରେ ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଲୟର ଏକ ଅତିରିକ୍ତ ନ୍ୟାୟାଧୀଶ ଭାବେ ଯୋଗ ଦେଲ । ୧୭ ଫେବୃୟାରୀ ୨୦୧୦ରେ ତାଙ୍କୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଏକ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଗଲା । ମେ ୨୦୨୦ରେ ଭାରତର୍ ଉଚ୍ଚତମ ନ୍ୟାୟାଲୟକୁ ବିଚାରପତି ଭାବେ ପଦୋନ୍ନତି ପାଇବା ନିମନ୍ତେ ତାଙ୍କ ନାମ ସୁପାରିସ ହେବା ଜଣାଗଲା । ୨୬ ଅଗଷ୍ତ ୨୦୨୧ରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଲେ ଏବଂ ୩୧ ଅଗଷ୍ତ ୨୦୨୧ରେ ସେ ଏହି ପଦବୀରେ ଶପଥ ଗ୍ରହଣ କଲେ । ବରିଷ୍ଠତା କ୍ରମରେ ୨୦୨୭ ମସିହାରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ହେବା ସମ୍ଭାବନା ରହିଛି ।<ref name="The print">{{cite web |title=SC collegium willing, this Karnataka judge could become first woman Chief Justice of India |url=https://theprint.in/judiciary/sc-collegium-willing-this-karnataka-judge-could-become-first-woman-chief-justice-of-india/431265/ |website=www.theprint.in |accessdate=11 September 2021}}</ref>
 
== କିଛି ଗୁରୁତ୍ଵପୂର୍ଣ୍ଣ ରାୟ ==