"ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
୨୯ କ ଧାଡ଼ି:
କର୍ଣ୍ଣାଟକ ବାର କାଉନସେଲରେ ସେ ୧୯୮୭ ମସିହାରେ ଯୋଗ ଦେଇ ସାମ୍ବିଧାନିକ ଓ ବାଣିଜ୍ୟିକ ଆଇନ ଉପରେ ଓକିଲାତି ଆରମ୍ଭ କଲେ । ଏହା ପରେ ୨୦୦୮ ମସିହାରେ ସେ କର୍ଣ୍ଣତକ ଉଚ୍ଚ ନ୍ୟାୟାଲୟର ଏକ ଅତିରିକ୍ତ ନ୍ୟାୟାଧୀସ ଭାବେ ଯୋଗ ଦେଲ । ୧୭ ଫେବୃୟରୀ ୨୦୧୦ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଗଲା । ମେ ୨୦୨୦ରେ ଭାରତର୍ ଉଚ୍ଚତମ ନ୍ୟାୟାଲୟକୁ ବିଚାରପତି ଭାବେ ପଦୋନ୍ନତି ପାଇବା ନିମନ୍ତେ ତାଙ୍କ ନାମ ସୁପାରିସ ହେବା ଜଣାଗଲା । ୨୬ ଅଗଷ୍ତ ୨୦୨୧ରେ ସେ ଭାରତର ଉଚତମ ନ୍ୟାୟାଲୟର ବିଚାରପତି ଭାବେ ନିଯୁକ୍ତି ପାଇଲେ ଏବମ୍ ୩୧ ଅଗଷ୍ତ ୨୦୨୧ରେ ସେ ଏହିଅ ପଦବୀରେ ଶପଥ ଗ୍ରହଣ କଲେ । ବରିଷ୍ଠତା କ୍ରମରେ ୨୦୨୭ ମସିହାରେ ସେ ଭାରତର ଉଚ୍ଚତମ ନ୍ୟାୟାଲୟର ପ୍ରଥମ ମହିଳା ବିଚାରପତି ହେବା ସମ୍ଭାବନା ରହିଛି ।
== କିଛି ଚର୍ଚ୍ଚିତ ଫଇସଲା ==
* ୨୦୧୯ ମସିହାରେ ଅନ୍ୟଦୁଇଜଣ ବିଚାରପତିଙ୍କ ସହ ସେ ଦେଇଥିବା ଏକ ଫଇସଲା ଅନୁସାରେ "ମନ୍ଦିରଗୁଡିକ ବାଣିଜ୍ୟିକ ଅନୁଷ୍ଠାନ ନୁହେଁ, ଗ୍ରାଚୁଇଟି ଦେଣ ସମ୍ପର୍କିତ ଶ୍ରମ ଆଇନର ଧାରା ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ" ।<ref name="Thehindu">{{cite web |title=Temples not commercial establishments: HC |url=https://www.thehindu.com/news/cities/bangalore/temples-not-commercial-establishments-hc/article28799005.ece |website=The Hindu |accessdate=11 September 2021 |language=en-IN |date=2 August 2019}}</ref>
 
== ଆଧାର ==
{{Reflist}}