"ଲଙ୍କିନୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ହନୁମାନ ସହ ଭେଟ |
ଟିକେ Bot: Automated text replacement (-୍ଵ +୍ୱ) |
||
୧ କ ଧାଡ଼ି:
{{prettyurl|Lankini}}
ପ୍ରାଚୀନ ହିନ୍ଦୁ ମହାକାବ୍ୟ [[ରାମାୟଣ]]<nowiki></nowiki>ର ବର୍ଣ୍ନନା ଅନୁସାରେ '''ଲଙ୍କିନୀ''', ଲଙ୍କା ନଗରୀର
ରାମାୟଣ (ଏକ ହିନ୍ଦୁ ଶାସ୍ତ୍ର) ଅନୁଯାୟୀ, ଲଙ୍କିନୀ ଏକଦା ବ୍ରହ୍ମାଙ୍କ ବାସସ୍ଥାନର ରକ୍ଷକ ଥିଲେ । ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଗୃହର ରକ୍ଷକ ଭାବେ ସେ ନିଜ ସ୍ଥିତିକୁ ନେଇ ଅହଂକାରୀ ହୋଇଗଲେ । ଆତ୍ମ ଗର୍ବରେ ସେ ରାଜପ୍ରାସାଦରେ ଅନ୍ୟମାନଙ୍କୁ ଅବମାନନା କଲେ, ଯେଉଁଥିପାଇଁ ତାଙ୍କୁ ଲଙ୍କା ନଗରୀର
== ହନୁମାନ ସହ ଭେଟ ==
[[ରାମାୟଣ]]ରେ କଥିତ ଅଛି ଯେ ସୀତାଙ୍କୁ ଠାବ କରିବା ଅବସରରେ ହନୁମାନ ଲଙ୍କାର ଦ୍ୱାରରେ ଲଙ୍କିନୀଙ୍କୁ ଭେଟିଥିଲେ । ଯେତେବେଳେ ଲଙ୍କିନୀ ତାଙ୍କର ପରିଚୟ ଏବଂ ଭ୍ରମଣର ଉଦ୍ଦେଶ୍ୟ ବିଷୟରେ ପଚାରିଥିଲେ, ହନୁମାନ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ ନ କରି ଚତୁରତାର ସହ ଉତ୍ତର ଦେଇଛନ୍ତି ଯେ ସେ ଜଙ୍ଗଲରୁ ଲଙ୍କା ଭଳି ପ୍ରସିଦ୍ଧ ନଗରୀର ଅଲୌକିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରିଛନ୍ତି । ତେବେ ଲଙ୍କିନୀ ହୃଦୟଙ୍ଗମ କରିଛନ୍ତି ଯେ ସେ ଜଣେ ଅନୁପ୍ରବେଶକାରୀ ଏବଂ ଏହା ହୃଦ୍ବୋଧ କରି ତାଙ୍କୁ ଆକ୍ରମଣ କରନ୍ତି । ସେ ଜଣେ ମହିଳା ବୋଲି ଜାଣି ହନୁମାନ ଧୀରେ ଧୀରେ ତାଙ୍କ ପିଠିକୁ ଆଘାତ କରିବା ଫଳରେ ତାଙ୍କର ରକ୍ତସ୍ରାବ ଆରମ୍ଭ ହେବାକୁ ଲାଗିଲା । ଏକ ବିସ୍ମୟ ଏବଂ ଦ୍ୱନ୍ଦ୍ୱରେ ଥିବା ଲଙ୍କିନୀ ତୁରନ୍ତ ହୃଦୟଙ୍ଗମ କଲେ ଯେ ତାଙ୍କ ପ୍ରତିଦ୍ୱନ୍ଦୀ କେବଳ ମାଙ୍କଡ଼ ନୁହଁନ୍ତି, ସେ ଏକ ଅସାଧାରଣ ଶକ୍ତିର ଅଧିକାରୀ । ଅତଏବ ବ୍ରହ୍ମାଙ୍କ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ଜାଣି ସେ ହନୁମାନଙ୍କୁ କ୍ଷମା ମାଗନ୍ତି । ବର୍ତ୍ତମାନ ଅଭିଶାପରୁ ମୁକ୍ତ ଥିବା ଲଙ୍କିନୀଙ୍କୁ ଛାଡି ଲଙ୍କାରେ ନିଜର ଅନୁସନ୍ଧାନ ଜାରି ରଖିବାକୁ ପ୍ରସ୍ତୁତ ହେଉଥିବାବେଳେ ହନୁମାନ ତାଙ୍କୁ କ୍ଷମା କରି [[ସୀତା]]<nowiki></nowiki>ଙ୍କ ସନ୍ଧାନ କାର୍ଯ୍ୟରେ ଆଗେଇ ଯାଆନ୍ତି ।<ref name="amazon">{{cite web|url=http://www.amazon.com/dp/0595507638|title=Ramayan: India's Classic Story of Divine Love: P. R. Mitchell: 9780595507634: Amazon.com: Books|accessdate=2021-07-24}}</ref>
|