"ଶୂରସେନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ପୃଷ୍ଠା ତିଆରି |
Hpsatapathy (ଆଲୋଚନା | ଅବଦାନ) ଟିକେ added reference |
||
୧ କ ଧାଡ଼ି:
{{prettyurl|Shurasena}}
'''ଶୂରସେନ''' ହେଉଛନ୍ତି ପ୍ରାଚୀନ ମଥୁରା ନଗରୀର ଜଣେ ଯାଦବ ବଂଶୀୟ ରାଜା । ମାରୀଷ ନାମ୍ନୀ ଏକ ନାଗକନ୍ୟାକୁ ସେ ବିବାହ କରିଥିଲେ । ଏହି ମାରୀଷଙ୍କ ଯୋଗୁଁ ହିଁ ମହଭାରତରେ ବର୍ଣ୍ଣିତ "ଭୀମଙ୍କୁ ବିଷଲଡ଼ୁ ପ୍ରଦାନ" ପ୍ରସଙ୍ଗରେ ବାସୁକୀ ଦେଇଥିବା ବର ବଳରେ ଭୀମ ଶର ସିଂହର ବଳ ଲାଭ କରିଥିଲେ ।
ଶୂରସେନ ବା ଶୁରସୈନୀ ହେଉଛନ୍ତି ବାସୁଦେବଙ୍କ (କୃଷ୍ନଙ୍କ ପିତା) ଏବଂ କୁନ୍ତିଙ୍କ ପିତା । କଥିତ ଅଛି, ଉତ୍ତର ଭାରତର ସୈନି ସଂପ୍ରଦାୟର ଲୋକେ ହେଉଛନ୍ତି ସୂରସେନଙ୍କ ବଂଶଜ ।
|