"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟ୍ୟାଗ: 2017 source edit
ଟ୍ୟାଗ: 2017 source edit
 
ବ୍ରିଟିଶ ନିର୍ଦ୍ଦେଶକ ଡେଭିଡ ଲିନ ([[:en:David Lean|David Lean]]) ତାଙ୍କର ଲରେନ୍ସ ଅଫ ଆରବିଆ ( ''[[:en:Lawrence of Arabia (film)|Lawrence of Arabia]]'') ଚଳଚ୍ଚିତ୍ରରେ ସେରିଫ ଅଲି ଚରିତ୍ରରେ ଅଭିନୟ କରିବାକୁ ୧୯୬୨ ମସିହାରେ ଦିଲ୍ଲୀପଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ ।<ref>{{cite news |url=http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |title=Dilip Kumar's Hollywood dis-connection |access-date=2 December 2010 |work=The Times Of India |archive-url=https://web.archive.org/web/20170810012123/http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |archive-date=10 August 2017 |url-status=live }}</ref> ଏହି ଭୂମିକାଟିକୁ ମିଶରର ଅଭିନେତା ଓମର ସରିଫଙ୍କୁ ଦିଆଗଲା । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, “ଓମର ତାଙ୍କ ଅପେକ୍ଷା ଅଧିକ ଭଲ ରୂପେ ଅଭିନୟ କରିଥିଲେ ବୋଲି ସେ ନିଜେ ଭାବୁଥିଲେ ।“<ref>{{cite web|url=http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|title=Dilip of Arabia?|work=The Times of India|access-date=21 December 2015|archive-url=https://web.archive.org/web/20160130214332/http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|archive-date=30 January 2016|url-status=live}}</ref> ପରବର୍ତ୍ତୀ ସମୟରେ ଲିନ ତାଙ୍କୁ ‘ତାଜ ମହଲ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ନିମନ୍ତେ ବାଛିଥିଲେ, କିନ୍ତୁ ତାହା ବନ୍ଦ ହୋଇଯାଇଥିଲା । <ref>{{cite news |title=Idea of Dilip Kumar, Elizabeth Taylor pairing scared Saira |url=https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |work=[[India Today]] |date=13 December 2015 |language=en |access-date=15 January 2019 |archive-date=11 October 2020 |archive-url=https://web.archive.org/web/20201011133852/https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |url-status=live }}</ref>
 
ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଲିଡର’ (''[[:en:Leader (1964 film)|Leader]]'' – ୧୯୬୪) ବକ୍ସ ଅଫିସରେ ଭଲ କମେଇ ପାରିଲାନି ।<ref>{{cite web|url=http://boxofficeindia.com/showProd.php?itemCat=170&catName=MTk2NA== |title=Box Office 1964|archive-url=https://web.archive.org/web/20120210134213/http://boxofficeindia.com/showProd.php?itemCat=170&catName=MTk2NA== |archive-date=10 February 2012|work=Box Office India|date=31 July 2011}}</ref> ‘ଦିଲ ଦିୟା ଦର୍ଦ ଲିୟା’ ଚଳଚ୍ଚିତ୍ରରେ ସେ ସହଯୋଗୀ ନିର୍ଦ୍ଦେଶକ ଥିଲେ କିନ୍ତୁ ନିର୍ଦ୍ଦେଶକ ଭାବରେ ତାଙ୍କୁ ଭଲ ଟିପ୍ପଣୀ ମିଳିଲାନି । ସେ ୧୯୬୭ ମସିହାରେ ରାମ ଔର ଶ୍ୟାମ (''[[:en:Ram Aur Shyam|Ram Aur Shyam]]'') ଚଳଚ୍ଚିତ୍ରରେ ଏକ ଦ୍ୱୈତ ଭୂମିକାରେ ଅଭିନୟ କରିବାକୁ ମିଳିଥିଲା ଯେଉଁଥିରେ ଦୁଇ ଭାଇ ଜନ୍ମ ପରେ ଅଲଗା ହୋଇଯାଇଥିଲେ ।<ref>{{Cite web|last=Kotru|first=Nirupama|title=Films that are 50: A Dilip Kumar double treat in 'Ram Aur Shyam'|url=https://scroll.in/reel/827904/films-that-are-50-a-dilip-kumar-double-treat-in-ram-aur-shyam|access-date=9 July 2021|website=Scroll.in|language=en-US}}</ref> ଆଦମି ଚଳଚ୍ଚିତ୍ରରେ ସେ ମନୋଜ କୁମାର ଓ ୱହିଦା ରହମାନ ସହିତ କାମ କରିଥିଲେ ।<ref>{{Cite news|last=Mahaan|first=Deepak|date=18 March 2010|title=Aadmi (1968)|language=en-IN|work=The Hindu|url=https://www.thehindu.com/features/cinema/Aadmi-1968/article16576648.ece|access-date=9 July 2021|issn=0971-751X}}</ref> ସେହି ବର୍ଷ ସେ ବୈଜୟନ୍ତୀମାଳା ସାଥିରେ ଶେଷ ଥର ନିମନ୍ତେ ସଂଘର୍ଷ ଚଳଚ୍ଚିତ୍ରରେ କାମ କରିଥିଲେ ଓ ସେହି ଯୋଡ଼ି ୭ ଟି ହିଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{Cite web|last=Upadhyaya|first=Amit|date=7 October 2018|title=Superstar Dilip Kumar was the 'Thug of Hindostan' in 1968 hit film Sunghursh|url=https://theprint.in/features/reel-take/superstar-dilip-kumar-was-the-thug-of-hindostan-in-1968-hit-film-sunghursh/130656/|access-date=9 July 2021|website=ThePrint|language=en-US}}</ref>
 
== ଆଧାର ==
୧୧,୬୭୦

ଗୋଟି ସମ୍ପାଦନା