"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟ୍ୟାଗ: 2017 source edit
ଅଧିକ ତ‌ଥ୍ୟ ଦିଆଗଲା
ଟ୍ୟାଗ: 2017 source edit
୨୩ କ ଧାଡ଼ି:
 
ଦିଲୀପ କୁମାରଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ମିଡ଼ିଆ ଚର୍ଚ୍ଚାରେ ରହୁଥିଲା । ଅଭିନେତ୍ରୀ ଓ ସହ-ଅଭିନେତ୍ରୀ ମଧୁବାଲାଙ୍କ [[:en:Madhubala|Madhubala]] ସାଥିରେ ଦୀର୍ଘକାଳର ସମ୍ପର୍କ ନୟାଦୌର ([[:en:Naya Daur (1957 film)#Production|''Naya Daur'' court case]]) ଚଳଚ୍ଚିତ୍ର ପରେ ୧୯୫୭ ମସିହାରେ ସମାପ୍ତ ହୋଇଯାଇଥିଲା ।<ref>{{Cite web|date=18 March 2016|title=Mid-day: When Dilip Kumar and Madhubala dragged each other to court|url=https://www.mid-day.com/entertainment/bollywood-news/article/when-dilip-kumar-and-madhubala-dragged-each-other-to-court-17052172|url-status=live|access-date=9 July 2021|website=www.mid-day.com|language=en}}</ref> ସେ ୧୯୬୬ ମସିହାରେ ଅଭିନେତ୍ରୀ ସାଇରା ବାନୁଙ୍କ ([[:en:Saira Banu|Saira Banu]]) ସହିତ ବିବାହ କରିବା ପରେ ତାଙ୍କର ବାନ୍ଦ୍ରା ବାସଭବନରେ ([[:en:Bandra|Bandra]]) ମୃତ୍ୟୁ ପର୍ଯ୍ୟନ୍ତ (୨୦୨୧ ମସିହା) ରହୁଥିଲେ । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ ([[:en:Padma Bhushan|Padma Bhushan]]) ଓ ୨୦୧୫ ମସିହାରେ ପଦ୍ମ ବିଭୂଷଣ ([[:en:Padma Vibhushan|Padma Vibhushan]]) ପଦବୀରେ ସମ୍ମାନିତ କରିଥିଲେ ଯାହାକି ଦେଶର ଦ୍ଵିତୀୟ ଓ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ । ଚଳଚ୍ଚିତ୍ର ଜଗତକୁ ଅବଦାନ ନିମନ୍ତେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ([[:en:Dadasaheb Phalke Award|Dadasaheb Phalke Award]]) ୧୯୯୪ ମସିହାରେ ତାଙ୍କୁ ଦିଆଯାଇଥିଲା । ପାକିସ୍ଥାନ ସରକାର ୧୯୯୮ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ଇମତିଆଜ ([[:en:Nishan-e-Imtiaz|Nishan-e-Imtiaz]]) ଦିଲ୍ଲୀପଙ୍କୁ ଦେଇ ସମ୍ମାନିତ କରିଥିଲେ ଓ ସେ ଏକମାତ୍ର ଭାରତୀୟ ଯିଏ କି ସେହି ସମ୍ମାନର ଅଧିକାରୀ ହୋଇଛନ୍ତି ।
 
==ପ୍ରାରମ୍ଭିକ ଜୀବନ==
ଦିଲ୍ଲୀପଙ୍କ ପ୍ରଥମ ନାମ ଥିଲା ମୋହମ୍ମଦ ୟୁସୁଫ ଖାନ''' ମୋହମ୍ମଦ ୟୁସୁଫ ଖାନ'''<ref>TNN (1 December 2017), [https://timesofindia.indiatimes.com/entertainment/hindi/bollywood/photo-features/veteran-actor-dilip-kumar-to-have-a-quiet-95th-birthday-celebration/photostory/61878351.cms "Dilip Kumar: Interesting chapters of the actor's life"] {{Webarchive|url=https://web.archive.org/web/20201011133816/https://timesofindia.indiatimes.com/entertainment/hindi/bollywood/photo-features/dilip-kumar-interesting-chapters-of-the-actors-life/Veteran-actor-Dilip-Kumar-to-have-a-quiet-95th-birthday-celebration/photostory/61878351.cms|date=11 October 2020}}, ''[[The Times of India]]''. Retrieved 23 June 2018.</ref> ଓ ସେ ୧୧ ଡିସେମ୍ବର ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଘର ବ୍ରିଟିଶ ରାଜରେ ଥିବା ପେଷାୱାରର ([[:en:Peshawar|Peshawar]]) କିସ ଖବାଣୀ ବଜାରରେ ([[:en:Qissa Khawani Bazaar|Qissa Khawani Bazaar]]) ଥିଲା ଓ ସେ ଏକ ହିଣ୍ଡକୋ ଭାଷାଭାଷୀ ଆବାନ ପରିବାରର ([[:en:Hindko|Hindko]]-speaking [[:en:Awan (tribe)|Awan]]) ନିଜସ୍ଵ ବାସସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ଯାହା ଏବେ ପାକିସ୍ଥାନର ଖାଇବର ପାଖତୁନଖ୍ଵାରେ ([[:en:Khyber Pakhtunkhwa|Khyber Pakhtunkhwa]]) ଅଛି । <ref>{{cite web|url=https://www.ndtv.com/entertainment/dilip-kumar-the-grand-old-man-of-indian-cinemas-legendary-life-2480932|title=Dilip Kumar: The Grand Old Man Of Indian Cinema's Legendary Life|publisher=NDTV}}</ref> ଲାଲା ଗୁଲାମ ସର୍ବର ଖାନ ଓ ଆୟେସା ବେଗମଙ୍କ ଔରସରୁ ଜାତ ୧୨ ଜଣ ପିଲାଙ୍କ ମଧ୍ୟରୁ ସେ ଜଣେ ଥିଲେ । ତାଙ୍କ ପିତା ଜଣେ ଫଳ ବେପାରୀ ଥିଲେ ।<ref>{{Cite web|title=Dilip Kumar, Bollywood's 'Tragedy King', dies aged 98|url=https://www.aljazeera.com/news/2021/7/7/dilip-kumar-india-cinema-legend-dies-bollywood|access-date=7 July 2021|website=www.aljazeera.com|language=en}}</ref>
 
== ଆଧାର ==