"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୫୪ କ ଧାଡ଼ି:
==== ଖୋଲା ରହିବ ====
ଏହି ସମୟ ମଧ୍ୟରେ ନିମ୍ନବର୍ଣ୍ଣିତ କାର୍ଯ୍ୟକ୍ରମ ସବୁ ଖୋଲା ରହିବ ବା ଅନୁମତି ପ୍ରାପ୍ତ ହେବ:
* ହସପିଟାଲ, ଟେଲିମେଡ଼ିସିନ ସେବା ଜାରି ରହିବ
* ଘରଠାରୁ ୫୦୦ ମିଟର ଦୂରତା ମଧ୍ୟରେ ପରିବା କିଣି ହେବ
* ପରିବା, କ୍ଷୀର, କିରାଣା ଦୋକାନ ଦିନ ବାରଟା ପର୍ଯ୍ୟନ୍ତ ଖୋଲା ରହିବ
୪୬୧ କ ଧାଡ଼ି:
* ରୋଷେଇ ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ବ ଖୋଲା ରହିବ
* ଟୀକାକରଣ ଓ ଟେଷ୍ଟିଂକୁ ଅନୁମତି ଜାରି ରହିବ
* ବିବାହ, ବ୍ରତ କାର୍ଯ୍ୟରେ ସର୍ବାଧିକ ୫୦ ଜଣକୁ ଓ ଶେଷକୃତ୍ୟରେ କ୍ରୀୟାରେ ସର୍ବାଧିକ ୨୦ ଜଣକୁ ଅନୁମତି
 
== ମିଡିଆର ଭୂମିକା ==