"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
୪୩୮ କ ଧାଡ଼ି:
== କରୋନାର ଦ୍ୱିତୀୟ ଲହର ==
ଏପ୍ରିଲ ୨୦୨୧ ପ୍ରଥମ ସପ୍ତାହ ବେଳକୁ ଦେଶରେ ତଥା ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଦେଖାଇବା ଆରମ୍ଭ କଲା । ହଠାତ ଦୈନିକ ସଂକ୍ରମଣ ହାର ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଆସ୍ତେ ଆସ୍ତେ ବଢିବାକୁ ଲାଗିଲା ।<ref name="The New Indian Express">{{cite web |title=Odisha could see peak of 5,000 coronavirus cases a day by month-end |url=https://www.newindianexpress.com/states/odisha/2021/apr/08/odisha-could-see-peak-of-5000-coronavirus-cases-a-day-by-month-end-2287388.html |website=The New Indian Express |accessdate=21 April 2021}}</ref>
=== ସମ୍ଭାବ୍ୟ କାରଣ ===
 
ଛତିଶଗଡ ସୀମାବର୍ତ୍ତୀ ୧୦ଟି ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲାରେ ଏପ୍ରିଲ୍ ଆରମ୍ଭରୁ କରୋନା ସଂକ୍ରମଣ ବୃଦ୍ଧି ହେବା ଆରମ୍ଭ ହୋଇଥିଲା । ମାର୍ଚ୍ଚ ଦ୍ୱିତୀୟ ଏବଂ ତୃତୀୟ ସପ୍ତାହରେ ରାୟପୁରରେ ଆୟୋଜିତ ଏକ ଟି-୨୦ କ୍ରିକେଟ୍ ଟୁର୍ନାମେଣ୍ଟକୁ ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଥିଲା । କମ୍ ଟିକେଟ୍ ମୂଲ୍ୟ ସୀମାନ୍ତରେ ଥିବା ଓଡ଼ିଶା ଜିଲ୍ଲାର ଲୋକଙ୍କୁ ଏହି ଟୁର୍ନାମେଣ୍ଟ ଦେଖିବାକୁ ଉତ୍ସାହିତ କରିଥିଲା ଏବଂ ହଜାର ହଜାର ଦର୍ଶକ ମାସ୍କ ନ ପିନ୍ଧି ମ୍ୟାଚ୍ ଦେଖୁଥିଲେ ।<ref name="Frontline">{{cite web |last1=Das |first1=Prafulla |title=As the second wave hits Odisha and new COVID-19 cases increase dramatically, the government resorts to night curfews and weekend lockdowns to contain the spread |url=https://frontline.thehindu.com/dispatches/as-the-second-wave-hits-odisha-and-new-covid-19-cases-increase-dramatically-the-government-resorts-to-night-curfews-and-weekend-lockdowns-to-contain-the-spread/article34365189.ece |website=Frontline |accessdate=21 April 2021 |language=en}}</ref>
 
=== ନିରାକରଣ ବ୍ୟବସ୍ଥା ===
କରୋନାର ଦ୍ଵିତୀୟ ଲହରରେ ଦେଖାଦେଇଥିବା ଭୟାବହତାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ସପାହନ୍ତ ଲକଡ଼ାଉନ ତଥା ରାତ୍ରୀକାଳୀନ କର୍ଫ୍ୟୁ ଭଳି ଅନେକ ସତର୍କତା ଗ୍ରହଣ କରାଯାଇଥିଲେ ହେଁ ବେସରକାରୀ ସ୍ତରରେ ମଧ୍ୟ ଏଭଳି ଅନେକ ଉଦ୍ୟମ ସାମ୍ନାକୁ ଆସିଛି । କଲାହାଣ୍ଡି ଜିଲ୍ଲାର ପ୍ରାୟ ନଅଟି ଛୋଟ ସହରରେ ବ୍ୟବସୟୀମାନେ ମର ୨ ତାରିଖ ଯାଏଁ ନିଜ ନିଜର ବ୍ୟବସାୟୀକ ପ୍ରତିଷ୍ଠାନ ନ ଖୋଲିବା ପାଇଁ ସ୍ଵତଃପ୍ରବୃତ ଭାବେ ନିଷ୍ପତ୍ତି ନେଇଛନ୍ତି ।<ref name="The Hindu.com">{{cite web |last1=Barik |first1=Satyasundar |title=Coronavirus {{!}} In Odisha, trader bodies voluntarily announce shutdown to fight pandemic |url=https://www.thehindu.com/news/national/other-states/coronavirus-in-odisha-trader-bodies-voluntarily-announce-shutdown-to-fight-pandemic/article34418639.ece |website=The Hindu |accessdate=28 April 2021 |language=en-IN |date=27 April 2021}}</ref>
 
== ମିଡିଆର ଭୂମିକା ==