"ମାଣ୍ଡିଆଖାଇ ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୩୨ କ ଧାଡ଼ି:
 
== ବର୍ଣ୍ଣନା ==
[[ଫାଇଲ:Moorhen_feet.jpg|thumb|ମାଣ୍ଡିଆଖାଇ ପକ୍ଷୀର ପାଦ ଆହୁଲା ପରି ପତଳା ମାଂସ ଦ୍ଵାରାମାଂସଦ୍ଵାରା ସଂଯୁକ୍ତ ନୁହଁନ୍ତି]]
ମାଣ୍ଡିଆଖାଇ ପକ୍ଷୀକୁ ଏହାର ଦେହର ଗାଢ଼ କଳା ରଙ୍ଗ, ଲାଞ୍ଜ ତଳ ପଟର ଧଳା ପର, ହଳଦିଆ ଗୋଡ଼, ମୁହଁ ଓ ଥଣ୍ଟର କିଛି ଅଂଶରେ ଆଚ୍ଛାଦିତ ଲାଲ୍ ଚିହ୍ନରୁ ଏହି ପ୍ରଜାତିର ପକ୍ଷୀଙ୍କୁ ସହଜରେ ଠଉରାଇ ହେବ । କିଶୋରାବସ୍ଥାରେ ଥିବା ପକ୍ଷୀର ରଙ୍ଗ ମାଟିଆ ଓ ସେମାନଙ୍କ ମୁହଁରେ ଲାଲ୍ ଚିହ୍ନଟି ନଥାଏ । ଏହି ଲାଲ୍ ଚିହ୍ନଟି ଥଣ୍ଟ ପାଖରୁ ମୁହଁ ପର୍ଯ୍ୟନ୍ତ ଏକ ମନୁଷ୍ୟ ଆଙ୍ଗୁଠିର ଛାପ ପରି ରହିଥାଏ ।