"ଶୁଦ୍ଧସତ୍ତା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟ୍ୟାଗ: Reverted
ଟିକେ →‎ଜନ୍ମ
ଟ୍ୟାଗ: Reverted
୫ କ ଧାଡ଼ି:
 
== ଜନ୍ମ ==
ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-୨୭</ref> । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ [[ରାମ]], ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ [[ଲକ୍ଷ୍ମଣ]] ଓ [[ଶତୃଘ୍ନ]] ଜନ୍ମ ଗ୍ରହଣ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-29</ref> । ଭରତ, ରାଜା ଜନକଙ୍କ କନିଷ୍ଠ ଭ୍ରାତା ରାଜା କୁଶଧ୍ଵଜଙ୍କ କନ୍ୟା ମାଣ୍ଡବୀଙ୍କୁ ବିବାହ କରିଥିଲେ । ତକ୍ଷ ଏବଂ ପୁଷ୍କଲ ନାମରେ ଦୁଇଟି ପୁତ୍ର ଥିଲେ ।<ref>[http://www.sacred-texts.com/hin/dutt/ramaconc.htm Ramayana – Conclusion], translated by Romesh C. Dutt (1899)</ref>
 
 
== ଆଧାର ==