"ବାଳୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେ Regular Character Changes
୨ କ ଧାଡ଼ି:
'''ବାଳୀ''' [[ହିନ୍ଦୁ]] ପୁରାଣ [[ରାମାୟଣ]]<nowiki></nowiki>ର ଏକ ଚରିତ୍ର । ସେ [[ସୁଗ୍ରୀବ]]<nowiki></nowiki>ଙ୍କର ବଡ଼ ଭାଇ, ତାରାଙ୍କ ପତି ତଥା କିଷ୍କିନ୍ଧ୍ୟାର ରାଜା ଥିଲେ । ପୌରାଣିକ ତଥ୍ୟ ଅନୁସାରେ ତାଙ୍କୁ ଇନ୍ଦ୍ରଙ୍କ ପୁତ୍ର କୁହାଯାଏ । ତେବେ ତାଙ୍କର ମାଙ୍କଡ଼ର ରୂପ ଥିଲା । ଭଗବାନ ବିଷ୍ଣୁଙ୍କ ଅବତାର ରାମ ରୂପରେ ତାଙ୍କୁ ହତ୍ୟା କରିଥିଲେ । ଯଦିଓ ରାମାୟଣର କେବଳ କିଷ୍କିନ୍ଧ୍ୟା କାଣ୍ଡରେ ତାଙ୍କର ବିସ୍ତୃତ ବର୍ଣ୍ନନା ଦେଖିବାକୁ ମିଳେ, ରାମାୟଣରେ ବାଳୀଙ୍କର ବିଶେଷ ଭୂମିକା ରହିଛି ।
== ଜନ୍ମ ==
ବାଳୀଙ୍କ ଜନ୍ମ ବିଷୟରେ ଏକ ରୋଚକ ପ୍ରସଙ୍ଗ ପୁରାଣରେ ଦେଖିବାକୁ ମେଳେ । କୁହାଯାଏ ଯେ ବାଳୀ ଇନ୍ଦ୍ର ଏବଂ ଅରୁଣଙ୍କ ପୁତ୍ର ଥିଲେ । ଇନ୍ଦ୍ର ଦେବତାମାନଙ୍କର ରାଜା ଏବଂ ସୂର୍ଯ୍ୟଦେବଙ୍କ ସାରଥୀ ଥିଲେ ଅରୁଣ । ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟ ପ୍ରତିଦିନ ଯେଉଁ ସାତୋଟି ଧଳା ଘୋଡାର ଟାଣୁଥିବା ରଥରେ ପହଞ୍ଚନ୍ତି ତାହା ସାରଥୀ ଅରୁଣଙ୍କ ଦ୍ୱାରାଅରୁଣଙ୍କଦ୍ୱାରା ପରିଚାଳିତ । ଥରେ, କୌଣସି ଋଷି ସୂର୍ଯ୍ୟଙ୍କୁ ଅଭିଶାପ ଦେଇଥିଲେ ଯେ ସେ ପୃଥିବୀରେ ଆଲୋକିତ ହେବେ ନାହିଁ । ଏହା ପରେ ସୂର୍ଯ୍ୟ ପୃଥିବୀ ଉପରେ ଆତଯାତ ହେଲେ ନାହିଁ, ତେଣୁ ସାରଥୀ ଅରୁଣଙ୍କର କୌଣସି କାମ ନଥିଲା । ହେଲେ ଅରୁଣ ଏହା ପୂର୍ବରୁ ସ୍ୱର୍ଗକୁ ଯାଇ ଅପସରାଙ୍କ ଦିବ୍ୟ ନୃତ୍ୟ ଦେଖିବାକୁ ଇଚ୍ଛା କରିସାରିଥିଲେ । ଏପରି ସ୍ଥଳେ ନିଜ ଇଚ୍ଛା ପୁରଣ କରିବା ପାଇଁ ସେ ଜଣେ ଯୁବତୀର ପୋଷାକ ପିନ୍ଧି ଅପସରାର ନୃତ୍ୟ ଦେଖିବା ପାଇଁ ସ୍ୱର୍ଗରେ ପହଞ୍ଚିଥିଲେ । ଏହି ନୃତ୍ୟକୁ ଉପଭୋଗ କରୁଥିବା ଇନ୍ଦ୍ର, ଅରୁଣଙ୍କ ପରି ଜଣେ ଯୁବତୀଙ୍କୁ ଦେଖି ତାଙ୍କପ୍ରତି ଆକର୍ଷିତ ହୋଇଥିଲେ । କାଳାନ୍ତରରେ ଦୁହେଁ ସାକ୍ଷାତ ହେଲେ ଉଭୟଙ୍କର ମିଳନରୁ ଶେଷରେ ଅରୁଣ ବାଳୀ ଙ୍କୁବାଳୀଙ୍କୁ ଜନ୍ମ ଦେଲେ । ତେବେ ବାଳୁତ କାଳରେ ବାଳୀ ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟାଙ୍କ ଦ୍ୱାରାଅହଲ୍ୟାଙ୍କଦ୍ୱାରା ପାଳିତ ହୋଇଥିଲେ ।<ref name="web.archieve.org">{{cite web |title=Origin of the Birth of Monkey King Bali in the Ramayana – Vanara King Vali ~ Hindu Blog |url=https://web.archive.org/web/20151004033551/http://www.hindu-blog.com/2011/09/origin-of-birth-of-monkey-king-bali-in.html |website=web.archive.org |accessdate=18 February 2021 |date=4 October 2015}}</ref>
 
== ସୁଗ୍ରୀବସହ ଶତ୍ରୁତା ==
"https://or.wikipedia.org/wiki/ବାଳୀ"ରୁ ଅଣାଯାଇଅଛି