"ଖେଚେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୬ କ ଧାଡ଼ି:
==ପ୍ରକାର==
[[File:Simei Palau Odia Cuisine.jpg|thumb|ସିମେଇ ଖେଚେଡ଼ି]]
===ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି===
{{Main|ଜଗନ୍ନାଥଙ୍କ ଧୂପ}}
*ନୁଖୁରା ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ ୤
*ସାନ ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ ୤
*ଶ୍ରୀ ବଳଭଦ୍ର ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ ୤
*ତୈଳ ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ ୤
===ଅନ୍ୟାନ୍ୟ===
*ପଞ୍ଚୁବର୍ଣ୍ଣ ଖେଚେଡ଼ି
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
"https://or.wikipedia.org/wiki/ଖେଚେଡ଼ି"ରୁ ଅଣାଯାଇଅଛି