"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ ଅଦ୍ୟତନ
ଅଳ୍ପ କିଛି ସଂଯୋଗୀକରଣ କଲି।ଯାହା କି #justiceforParee ର ମୂଳଦୁଆ ଥିଲା।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
[[ନୟାଗଡ଼ ଜିଲ୍ଲା]] ଯଦୁପୁର ଗ୍ରାମର ୫ବର୍ଷର ଶିଶୁ କନ୍ୟା ଅମ୍ରିତା ସ୍ନେହା ଓରଫ ପରୀକୁ ୨୦୨୦ ଜୁଲାଇରେ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ପ୍ରଶାସନିକABVP ନିଷ୍କ୍ରିୟତାନୟାଗଡ଼ ଯୋଗୁଁଜିଲ୍ଲା ହତ୍ୟାକାରୀପକ୍ଷରୁ ଧରାଅମ୍ରିତ୍ ନପଡ଼ିବାରୁସ୍ନେହା [[ଓଡ଼ିଶାସାହୁୁ ବିଧାନଓଅଫ ସଭା]]ପରୀକୁ ସମ୍ମୁଖରେନ୍ୟାୟ ପରୀରଦେବା ପିତାମାତାପାଇଁ ଆତ୍ମାହୁତିଜିଲ୍ଲାପାଳ ଉଦ୍ୟମନୟାଗଡ଼ଙ୍କ କରିଥିଲେ ଅଫିସ ଯାହାଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପରେ ଭାରତୀୟ ଜାତୀୟ କଂଗ୍ରେସ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଣଜିତ ଦାଶ ପରୀ ଘଟଣାପାଇଁ ରାଜ୍ୟବ୍ୟାପୀନ୍ୟାୟ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୋରଦାରବିକ୍ଷୋଭ ଚର୍ଚ୍ଚାପ୍ରଦର୍ଶନ ଧରିଥିଲାକରିଥିଲେ।
 
ତା ୨୮-୧୦-୨୦୨୦ରିଖ ଦିନ ସାନ୍ତନୁ ବିଶୋଇ ଏବଂ ଭୁବନ ଚାନ୍ଦ ହାତୀ ଦୁଇଜଣ ସାମାଜିକ କର୍ମୀ ପରୀକୁ ନ୍ୟାୟ ଦାବିରେ ଆମରଣ ଅନଶନ କରିଥିଲେ। ଦୀର୍ଘ ଛଅ ଦିନ ଅନଶନ ପରେ ଉପଜିଲ୍ଲାପାଳ ନୟାଗଡ଼ ଶ୍ରୀଯୁକ୍ତ ଲଗ୍ନଜିତ୍ ରାଉତ, ଚନ୍ଦ୍ରବିଜୟୀ ମିଶ୍ର ଆଇନିଜୀବୀ, ବିଜେପି ଯୁବନେତା ସନ୍ତୋଷ କୁମାର ପ୍ରଧାନ, କଂଗ୍ରସ ସଭାପତି ରଣଜିତ ଦାଶ ଏବଂ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ତଥା କିଛି ଗଣମାଧ୍ୟମ ଉପସ୍ଥିତିରେ ଅପରାଧୀଙ୍କୁ ତୁରନ୍ତ ଗିରଫ, ପରୀ ବାପା ବୋଉକୁ ସୁରକ୍ଷା ଏବଂ ଘଟଣା ଚକ୍ର ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ପ୍ରତିଶ୍ରୁତି ଦେଇ ଅନଶନକାରୀଙ୍କୁ ଅନଶନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ।
 
ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ପ୍ରତିଶୃତି, ପ୍ରତିଶ୍ରୁତିରେ ହିଁ ରହିଯାଇଥିଲା।
 
ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ବ ସମୟ ଅତିବାହିତ ହୋଇ ସାରିଥିଲେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ [[ଓଡ଼ିଶା ବିଧାନ ସଭା]] ସମ୍ମୁଖରେ ପରୀର ପିତାମାତା ଆତ୍ମାହୁତି ଉଦ୍ୟମ କରିଥିଲେ । ଯାହା ପରେ ପରୀ ଘଟଣା ରାଜ୍ୟବ୍ୟାପୀ ଯୋରଦାର ଚର୍ଚ୍ଚା ଧରିଥିଲା ।
 
== ଘଟଣା ==