"ଯଯାତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେNo edit summary
୧ କ ଧାଡ଼ି:
{{ଛୋଟprettyurl|Yayati}}
ରାଜା ନହୁଷଙ୍କ ଛଅ ପୁତ୍ର ମଧ୍ୟରୁ ଯଯାତି ଅନ୍ୟତମ । ଯଜାତିଙ୍କ ମାତା ଥିଲେ ଶିବ ପାର୍ବତୀଙ୍କ କନ୍ୟା ଅଶୋକସୁନ୍ଦରୀ<ref>Bibek Debroy, Dipavali Debroy (2002). ''The holy Puranas''. p. 152. "''Nahusha and Ashokasundari had a son named Yayati''.”</ref> ଏବଂ ଅନ୍ୟ ଭାଇମାନେ ହେଲେ ୟତି, ସୟାତି, ଆୟତୀ, ବିୟତି ଏବଂ କୃତି । ଜ୍ୟେଷ୍ଠପୁତ୍ର ୟତୀ ରାଜ୍ୟଶାସନରେ ବିମୁଖ ରହିବାରୁ ରାଜା ନହୁଶ ତାଙ୍କର ଦ୍ୱିତୀୟ ପୁତ୍ର ଯଯାତିଙ୍କୁ ରାଜମୁକୁଟ ପିନ୍ଧାଇଲେ । ପାଣ୍ଡବ ତଥା ଯଦୁବଂଶୀଙ୍କ ପୂର୍ବଜ ଏହି ଯଯାତି ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀଙ୍କୁ ବିବାହ କରିଥିଲେ । ପୌରାଣିକ ବର୍ଣ୍ଣନା ଅନୁସାରେ ସମଗ୍ର ଧରାକୁ ବିଜୟ କରି ସେ ଚକ୍ରବର୍ତ୍ତୀ ସମ୍ରାଟ ଉପାଧୀ ପ୍ରାପ୍ତ କରିଥିଲେ ।
== ପୌରାଣିକ ଗାଥା ==
"https://or.wikipedia.org/wiki/ଯଯାତି"ରୁ ଅଣାଯାଇଅଛି