"ଚଷମା ଆଖି ପକ୍ଷୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଟିକେNo edit summary |
||
୨ କ ଧାଡ଼ି:
{{speciesbox
| image = Indian Stone Curlew.jpg
| image_caption= [[File:Indian stone curlew.ogg|thumb|
| status = LC
| status_system = IUCN3.1
୧୩ କ ଧାଡ଼ି:
* ''Burhinus oedicnemus indicus''
}}
'''ଚଷମା ଆଖି ଚଢ଼େଇ''' (ଇଂରାଜୀରେ '''Indian stone-curlew''' ବା '''Indian thick-knee''', ଜୀବବିଜ୍ଞାନ ନାମ ''Burhinus indicus'') ବର୍ହିନିଡେ ପରିବାରର ଏକ ସଦସ୍ୟ ପକ୍ଷୀ । ପ୍ରଥମେ ଏହାକୁ ୟୁରେସୀୟ
==ବିବରଣୀ==
[[File:Burhinus indicus, central India.jpg|thumb|left|
ମାଟିଆ ରଙ୍ଗର ଏହି ଭୂମିଚର ପକ୍ଷୀର ଆଖି ହଳଦିଆ ରଙ୍ଗର, ବଡ଼ ଓ ପ୍ରାୟ ୪୧ ସେଣ୍ଟିମିଟର୍ ଲମ୍ବା । ଏହାର ବାଲି ମାଟି ପରି ରଙ୍ଗର ଶରୀରରେ କଳା ଚିହ୍ନ ସବୁ ରହିଥାଏ । ଅନ୍ୟ ପକ୍ଷୀଙ୍କ ତୁଳନାରେ ମୁଣ୍ଡଟି ଅପେକ୍ଷାକୃତ ବଡ଼ ଓ ଆଖିର ଚାରିପଟେ ଧଳା ବା ହଳଦି ରଙ୍ଗର ପଟି ରହିଥାଏ । ଏହି ପଟି ଭ୍ରୁଲତା ପରି ପତଳା ।<ref name=whistler>{{cite book|last=Whistler|first=Hugh| year=1949| title=Popular handbook of Indian birds| publisher=Gurney and Jackson| place=London |edition=4|pages=450–451|url=https://archive.org/stream/popularhandbooko033226mbp#page/n499/mode/2up/}}</ref> ଆଖି ପାଖର ଦାଗ ସବୁ ଧଳା-ହଳଦି
ଏହି ପକ୍ଷୀ ଭୋର ବା ପାହାନ୍ତା ଓ ଗୋଧୂଳି ସମୟରେ ସର୍ବାଧିକ ସକ୍ରିୟ ଥାଏ । ଆଖି
[[File:Indian Stone-curlew (Burhinus indicus) in Hyderabad W IMG 4537.jpg|thumb|240px| left|
==ବର୍ଗୀକରଣ==
ଭାରତୀୟ
==ପରିବାସ==
ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, କଣ୍ଟାବୁଦା ଜଙ୍ଗଲ, ବୁଦାଳିଆ ନଦୀଶଯ୍ୟା, ତୋଟା ଓ ବଗିଚା ଇତ୍ୟାଦି ସ୍ଥାନ
==ଭୌଗୋଳିକ ବିତରଣ==
[[File:Eurasian thick-knee.jpg|thumb|left|ବୟସ୍କ ଓ ଛୁଆ
[[File:Eurasian Thick-knee (Burhinus oedicnemus) in Hyderabad W IMG 4543.jpg|thumb|240px |ବୁଦା ତଳେ ଲୁଚି ରହିଥିବା
==ପ୍ରଜନନ==
ମାର୍ଚ୍ଚ ଓ ଅପ୍ରେଲ୍ ମାସ
==ଆହାର==
ବିଭିନ୍ନ ପ୍ରକାରର କୀଟପତଙ୍ଗ, ଜିଆ, କେଞ୍ଚୁଆ, କ୍ଷୁଦ୍ର ସରୀସୃପ ଓ ଭୂପତିତ ବିଭିନ୍ନ ଫଳର ମଞ୍ଜି ଇତ୍ୟାଦି
==ଆହୁରି ଦେଖନ୍ତୁ==
|