"କୃତିବାସ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Krutibas Nayak}}
ଡକ୍ଟର କୃତିବାସ ନାୟକ (ଜନ୍ମ ୧୯୫୫) ଜଣେ ଭାରତୀୟ ପୁରସ୍କାର ପ୍ରାପ୍ତ ଲେଖକ । ସେ ଓଡିଆରେ ପ୍ରବନ୍ଧ, କବିତା, କାହାଣୀ ଓ ଉପନ୍ୟାସ ଲେଖନ୍ତି | ଡକ୍ଟର ନାୟକ ଶିଶୁ ସାହିତ୍ୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ସେ ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏବଂ ଅନେକ ଜାତୀୟ ତଥା ରାଜ୍ୟ ସ୍ତରୀୟ ମାନ୍ୟତା ପାଇଛନ୍ତି |
== ସଂକ୍ଷିପ୍ତ ଜୀବନି ==
 
ଡକ୍ଟର କୃତିବାସ ନାୟକ ୧୯୫୫ ମସିହାରେ ଓଡିଶାର ରାଜକନିକା ବ୍ଲକର ଏକତାଲା ନାମକ ଏକ ପୂର୍ବ ଉପକୂଳବର୍ତ୍ତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାରମ୍ଭିକ ଜୀବନ ଓଡ଼ିଶାର ଦକ୍ଷିଣ ଭାଗରେ ଅତିବାହିତ କରିଥିଲେ ଏବଂ ସେଠାରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଡକ୍ଟର ନାୟକ ୧୯୯୨ ମସିହାରେ ଶିଶୁ ସାହିତ୍ୟ କ୍ଷେତ୍ରରେ "ଓଡିଆ ଶିଶୁ ଗଳ୍ପର ସ୍ଵରୂପ ଏବଂ ବିକାଶ" ନାମକ ବିଷୟ ସହିତ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ | ୮୦ ଦଶକରେ ସେ ଶିଶୁ ନୟନ, ଆମେ ଶିଶୁ ଏବଂ ଶିଶୁ ରାଇଜ ନାମରେ ଓଡିଆରେ ଶିଶୁ ପତ୍ରିକା ସମ୍ପାଦନା କରିଥିଲେ । ୧୯୭୬ରୁ ୧୯୯୦ ମଧ୍ୟରେ ଶିଶୁ ରାଇଜ ଓଡିଶାର ଜୟପୁରରୁ ପ୍ରକାଶିତ ହୋଇଥିଲା ।
 
ଡକ୍ଟର କୃତିବାସ ନାୟକ ୧୩ ଡିସେମ୍ବର ୨୦୧୨ ରେ ଓଡିଶାର ଜୟପୁରରେ ଅଲ୍ ଇଣ୍ଡିଆ ରେଡିଓରେ ଯୋଗ ଦେଇଥିଲେ । ୨୮ ଫେବୃଆରୀ ୨୦୧୪ ରେ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ ଏବଂ ୩୧ ମାର୍ଚ୍ଚ ୨୦୧୫ ରେ ଅବସର ନେଇଥିଲେ |
== ସାହିତ୍ୟିକ କୃତ୍ତି ==
==Selected works==
ଡକ୍ଟର କୃତିବାସ ନାୟକ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ବହି ରଚନା କରିଛନ୍ତି । ତନ୍ମଧ୍ୟରୁ କିଛି ବିଶେଷ କୃତ୍ତିର ତାଲିକା ଏହିଭଳି:
 
=== ଉପନ୍ୟାସ ===
* ଶୁଭଲକ୍ଷ୍ମୀ
* କୂଳବୋହୁ
* ହସକୁରୀ ଜହ୍ନ
 
=== ଗଳ୍ପ ସଂଗ୍ରହ ===
* ସଦାନନ୍ଦ ବୋଉଙ୍କ ସଂସାର
* ଶୁଣିମା ହେଉ
* ଟିମା ଫକୀର
* ପ୍ରେମ ପୂର୍ଣ୍ଣିମା
 
=== କାବ୍ୟ, କବିତା ===
* ଉଡିଗଲା ଗେଣ୍ଡାଳିଆ
* ପ୍ରିତୀ ଶତକ
* ଗୀତି ଶତକ
* ଭକ୍ତି ସତକ
* ଜୀବନ ଭାଗବତ
* ପ୍ରେମ, ପ୍ରୀତି, ପ୍ରଣୟ
* ଦିବ୍ୟ ବାଣୀ
* ଅମୃତ ବଚନ
* ଉନ୍ନତ ଜୀବନ
* ପ୍ରଣୟ ଝଙ୍କାର
* ପ୍ରୀତି ବୀଣା
* ସଂଗୀତ ସୁରଭି
* ଗୀତି ବିଚିତ୍ରା
* ଓଡିଆ ଜାତିର ଲଢୁଆ ବୀର
 
=== ଶିଶୁ ସାହିତ୍ୟ ===
* ବଣ ଭୋଜି
* Phoola Sabu Phootile
* Maja Gapa
* Aasa Aame Gapa Padhiba
* Dadgua Azanka Maza Kahani
* Kiachhi Maza Kichhi Taza Kahani
 
=== Plays ===
* Ochha Mahasangha
* Betar Nataka
 
===Byanga Kavita===
* Krutibasanka Bibhin Avatar
== ଆଧାର ==
{{Reflist}}