"ନିତ୍ୟାନନ୍ଦ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ କବି
Content deleted Content added
ନିତ୍ୟାନନ୍ଦ ନାୟକ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୦:୦୬, ୮ ଅକ୍ଟୋବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ନିତ୍ୟାନନ୍ଦ ନାୟକ, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୧୯୯୧ ମସିହାରେ ସେ ନିଜ କବିତା ପୁସ୍ତକ ଭୋର ଆକାଶ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧] ସେ ବିଷୁବ ପୁରସ୍କାରଶାରଳା ପୁରସ୍କାର (୨୦୨୦) ମଧ୍ୟ ଲାଭ କରିଛନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇଂରାଜୀ ଅଧ୍ୟାପକ ।

ନିତ୍ୟାନନ୍ଦ ନାୟକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮

ନିତ୍ୟାନନ୍ଦ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ ଚିରୋଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୭ ଝଙ୍କାର ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା । ୩୬ ବର୍ଷ ଅଧ୍ୟାପନା ବୃତ୍ତିରେ ରହି, ସେ ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

  • ସେତେବେଳକୁ ନଥିବି
  • ଭୋର ଆକାଶ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୧ (ଭୋର ଆକାଶ)
  • ବିଷୁବ ପୁରସ୍କାର[୨]
  • ଶାରଳା ପୁରସ୍କାର - ୨୦୨୦[୩]

ଆଧାର

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ପ୍ରତିଭା". www.odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 8 October 2020. Retrieved 8 October 2020.
  2. "କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର". No. ସମ୍ବାଦ ୦୮/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡିଆ. Archived from the original on 8 October 2020. Retrieved 8 October 2020.
  3. "କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର". www.samajalive.in. ସମାଜ. Archived from the original on 7 October 2020. Retrieved 7 October 2020.