"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୫୫ କ ଧାଡ଼ି:
* ଜୁଲାଇ ୨୯ ତାରିଖ ୨୦୨୦ ସଂଧ୍ୟା ୮.୫୦ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୨୯,୧୭୫ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୯ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮,୯୩୯ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪୧ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୩୬ ହୋଇଛି<ref name="CovidDashBoard"></ref>।
* ଜୁଲାଇ ୩୦ ତାରିଖ ୨୦୨୦ ସଂଧ୍ୟା ୮.୦୫ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୩୦,୩୭୮ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୯ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯,୭୪୬ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨୭ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ୩୬ରେ ସୀମିତ ରହିଛି<ref name="CovidDashBoard"></ref>।
*ଅଗଷ୍ଟ ୬ ତାରିଖ ୨୦୨୦ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୪୦,୭୧୭ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩୫ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫,୭୩୮ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୬୯୯ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୪୫ରେ ପହଞ୍ଚିଛି<ref name="CovidDashBoard"></ref>।
 
== ସ୍ୱତନ୍ତ୍ର ଡାକ୍ତରଖାନା ==