"ବ୍ୟବହାରକାରୀ:Hpsatapathy/sandbox" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୬ କ ଧାଡ଼ି:
ବିନୟେ ଲୟ କର ଶ୍ରୀ ପଦ୍ମ ପୟରରେ
 
:ମାନସ ରାମନାମ ଗାନ କରରେ(ଘୋଷା)......୧
 
ଶ୍ରୀକୃଷ୍ଣ ନାମାମୃତ ପାନ କର ସନ୍ତତ
୧୨ କ ଧାଡ଼ି:
ଆନେ ନ ବଳା ଚିତ୍ତ ତାରିବେ ଶ୍ରୀଧର ରେ
 
:ମାନସ ରାମନାମ ଗାନ କରରେ(ଘୋଷା)......୨
 
ଅରିମାନଙ୍କୁ ନାଶି ହରି ନାମକୁ ଘୋଷି
୧୮ କ ଧାଡ଼ି:
ଫିଟାଇ ଭବ ପାଶୀ ପାପ ମାନ ହରରେ
:ମାନସ ରାମନାମ ଗାନ କରରେ(ଘୋଷା)......୩
 
ଘେନିଣ ଜ୍ଞାନ ଅସୀ ଅଜ୍ଞାନ ଦିଅ ନାଶି
୨୪ କ ଧାଡ଼ି:
ମଜ୍ଜିଣ ନ ଯାଅଟି ଏ ମାୟା ସଂସାରରେ
 
:ମାନସ ରାମନାମ ଗାନ କରରେ(ଘୋଷା)......୪
 
ମୀନ କେତନ କହି ଦୀନବନ୍ଧୁଙ୍କୁ ଧ୍ୟାୟୀ
୩୦ କ ଧାଡ଼ି:
ଦିନ କଟାଅ ତୁହି ଭବୁ ହେବୁ ପାରରେ
 
:ମାନସ ରାମନାମ ଗାନ କରରେ(ଘୋଷା)......୫
 
:ଦାଦନ