"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୩୭ କ ଧାଡ଼ି:
* ଜୁଲାଇ ୨ ତାରିଖ ୨୦୨୦ ପୂର୍ବାହ୍ନ ସାଢେ ୧୦ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୭୫୪୫ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୫୩୫୩ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୭ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୮ ହୋଇଛି<ref name="CovidDashBoard"></ref>।
* ଜୁଲାଇ ୬ ତାରିଖ ୨୦୨୦ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୯୫୨୬ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୬୨୨୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୪ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୧୦ ହୋଇଛି<ref name="CovidDashBoard"></ref>।
* ଜୁଲାଇ ୭ ତାରିଖ ୨୦୨୦ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୧୦,୦୯୭ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୬୪୮୬ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫୭ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୧୨ ହୋଇଛି<ref name="CovidDashBoard"></ref>।
 
== ସ୍ୱତନ୍ତ୍ର ଡାକ୍ତରଖାନା ==