"କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

କୋଭିଡ-୧୯ ପାଣ୍ଡେମିକ ସଂକ୍ରମଣ ଯୋଗୁ ସାରା ପୃଥିବୀର ଲୋକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ବିରାଟ ପ୍ରଭାବ ପ
Content deleted Content added
କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ ବିଷୟ ଲେଖାଗଲା
(କିଛି ବଦଳିନାହିଁ)

୧୦:୩୬, ୩୦ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୋଭିଡ-୧୯ ପାଣ୍ଡେମିକ ସଂକ୍ରମଣ ଯୋଗୁ ସାରା ପୃଥିବୀର ଲୋକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ବିରାଟ ପ୍ରଭାବ ପଡ଼ିଛି ।[୧] ମିଳିତ ଜାତିସଂଘର ଇଣ୍ଟର-ଏଜେନ୍ସି ସ୍ଟାଣ୍ଡିଙ୍ଗ କମିଟିର ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସପୋର୍ଟର କେନ୍ଦ୍ରୀୟ ଗାଇଡ ଲାଇନ ଅନୁସାରେ ଜରୁରୀକାଳୀନ ମାନସିକ ସ୍ୱାସ୍ଥ୍ୟ ସାହାଯ୍ୟର ନିମନ୍ତେ "କୌଣସି କ୍ଷତି କରନାହିଁ, ମାନବାଧିକାର ଓ ସାମ୍ୟ, ସ‌ହଭାଗୀ ସାମିପ୍ୟ, ଉପଲବ୍‌ଧ ଶକ୍ତି ଓ ସାଧନ‌କୁ ନେଇ ଗଠନ, ବ‌ହୁସ୍ତରୀୟ କାର୍ଯ୍ୟ ହସ୍ତକ୍ଷେପ କରି ସମନ୍ୱିତ ସାହାଯ୍ୟକାରୀ ସ‌ହ‌ଯୋଗ" କରିବାକୁ ଉପଦେଶ ଦେଇଛନ୍ତି ।[୨] କୋଭିଡ-୧୯ ପାଣ୍ଡେମିକ ସଂକ୍ରମଣ ଯୋଗୁ ଜନ ସାଧାରଣଙ୍କର ସେମାନଙ୍କର କର୍ମ ଓ ଆମଦାନୀ, ଉତ୍କଣ୍ଠା ଓ ଚିନ୍ତା ଅତ୍ୟଧିକ ଭାବରେ ବୃଦ୍ଧି ପାଇଛି ।[୩]

ଆଧାର

  1. CDC (2020-02-11). "Coronavirus Disease 2019 (COVID-19)". Centers for Disease Control and Prevention (in ଆମେରିକୀୟ ଇଂରାଜୀ). Retrieved 2020-05-17.
  2. "Inter-Agency Standing Committee Guidelines on Mental Health and Psychosocial support" (PDF). MH Innovation. Archived (PDF) from the original on 31 March 2020. Retrieved 28 March 2020.
  3. "OECD". read.oecd-ilibrary.org. Retrieved 2020-05-07.