"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୨୩ କ ଧାଡ଼ି:
* ୧୧ ଜୁନ, ୨୦୨୦ ଭୋର ୪ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୩୩୮୬ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୯ରେ ସୀମିତ ରହି ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩୫୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୦ ହୋଇଛି । ଏଥି ସହ କୋରୋନା ବ୍ୟତୀତ ଅନ୍ୟ ରୋଗରେ ମାତ୍ର ତିନିଜଣ କରୋନା ସନ୍ଦିଗ୍ଧ ମୃତ୍ୟୁବରଣ କରିଛନ୍ତି<ref name="CovidDashBoard"></ref>।
* ୧୨ ଜୁନ, ୨୦୨୦ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୩୪୯୮ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହୋଇ ୧୦ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୪୭୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୧ ହୋଇଛି । ଏଥି ସହ କୋରୋନା ବ୍ୟତୀତ ଅନ୍ୟ ରୋଗରେ ମାତ୍ର ତିନିଜଣ କରୋନା ସନ୍ଦିଗ୍ଧ ମୃତ୍ୟୁବରଣ କରିଛନ୍ତି<ref name="CovidDashBoard"></ref>।
* ୧୩ ଜୁନ, ୨୦୨୦ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୩୭୨୩ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୧୦ରେ ସୀମିତ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୯୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୬ ହୋଇଛି । ଏଥି ସହ କୋରୋନା ବ୍ୟତୀତଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମାତ୍ର ତିନିଜଣ କରୋନା ସନ୍ଦିଗ୍ଧ ମୃତ୍ୟୁବରଣ କରିଛନ୍ତି<ref name="CovidDashBoard"></ref>।
* ୧୪ ଜୁନ, ୨୦୨୦ ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୩୯୦୯ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭୦୮ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ୩ରେ ସୀମିତ ରହିଛି<ref name="CovidDashBoard"></ref>।
* ୧୫ ଜୁନ, ୨୦୨୦ ଅପରାହ୍ନ ସାଢେ ୩ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୪୦୫୫ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୧୧ରେ ସୀମିତ ରହିବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୮୫୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ୩ରେ ସୀମିତ ରହିଛି<ref name="CovidDashBoard"></ref>।
* ୧୬ ଜୁନ, ୨୦୨୦ ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୪୧୬୩ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୧୧ରେ ସୀମିତ ରହିବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯୭୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୫ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ୩ରେ ସୀମିତ ରହିଛି<ref name="CovidDashBoard"></ref>।
* ୧8୧୮ ଜୁନ, ୨୦୨୦ ପୂର୍ବାହ୍ନଅପରାହ୍ନ ୧୦ଟାସାଢେ ୪ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୪୫୧୨ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୧୧ରେ ସୀମିତ ରହିବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୪୭୩୧୪୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫୧୧୩୫୪ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ୩ରେ ସୀମିତ ରହିଛି<ref name="CovidDashBoard"></ref>।
 
== ସ୍ୱତନ୍ତ୍ର ଡାକ୍ତରଖାନା ==