"ପାଉଁଶମୁଣ୍ଡି ବଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୬ କ ଧାଡ଼ି:
 
* '''''ନେମୋରିକୋଲା ଉପପ୍ରଜାତି''''' ''(S. m. nemoricola)'': ଦକ୍ଷିଣ [[ଚୀନ]], [[ତାଇୱାନ]], [[ବ୍ରହ୍ମଦେଶ]], ଥାଇଲ୍ୟାଣ୍ଡ, [[ଲାଓସ]], [[ଭିଏତନାମ]] ଓ [[କମ୍ବୋଡ଼ିଆ|କାମ୍ଵୋଡିଆରେ]] ଏହି ଉପପ୍ରଜାତି ବ୍ୟାପ୍ତ ।
[[ଫାଇଲ:Chestnut-tailed_Starling_on_twig.JPG|ବାଆଁ|thumb|ଗଛ ଡାଳରେ ବସିଥିବା ଏକ ପରିପକ୍ଵ ପାଉଁଶମୁଣ୍ଡି ବଣି]]
 
ଉଭୟ ଉପପ୍ରଜାତିର ପକ୍ଷୀମାନଙ୍କ ପ୍ରବାସ ବିଷୟରେ ଅଧିକ ତଥ୍ୟ ଜଣାନାହିଁ । ମାଲାବ୍ରିକା ଉପପ୍ରଜାତି [[ପାକିସ୍ତାନ]], କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତରେ ମଧ୍ୟ ଦେଖାଯାଇଛି ।
 
୪୦ କ ଧାଡ଼ି:
ପାଉଁଶମୁଣ୍ଡି ବଣିର ବସା ବୃକ୍ଷମୟ ଖୋଲା ଅଞ୍ଚଳ ବା କୃଷିକ୍ଷେତ୍ର ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳେ । ପାଉଁଶମୁଣ୍ଡି ବଣି ଏକ କୋରଡ଼ ବା ଗର୍ତ୍ତରେ ନିଜର ବସା ବାନ୍ଧିଥାଏ । ମାଈମାନେ ୩-୫ଟି ଅଣ୍ଡା ଦେଇଥାନ୍ତି ।
 
 
[[ଫାଇଲ:Chestnut-tailed_Starling_on_twig.JPG|ବାଆଁ|thumb|ଗଛ ଡାଳରେ ବସିଥିବା ଏକ ପରିପକ୍ଵ ପାଉଁଶମୁଣ୍ଡି ବଣି]]
ଅନ୍ୟ [[ବଣି]] ପ୍ରଜାତିର ପକ୍ଷୀଙ୍କ ପରି ପାଉଁଶମୁଣ୍ଡି ବଣି ସର୍ବଭକ୍ଷୀ । ଏମାନେ କୀଟପତଙ୍ଗ, ଗଛର ଫଳ ଓ ଫୁଲର ମହୁ ଇତ୍ୟାଦି ଆହରଣ କରିଥାନ୍ତି । ଏମାନେ ପାଖାପାଖି ବିନ୍ୟାସରେ ଦଳବଦ୍ଧ ହୋଇ ଉଡ଼ିଥାନ୍ତି ଓ ସମସ୍ତେ ମିଳିତ ଭାବେ ଏକା ସାଙ୍ଗରେ ଦିଗ ପରିବର୍ତ୍ତନ କରି ଉଡ଼ିପାରନ୍ତି ।